Latest Odisha News

BREAKING NEWS

Yearly Archives

2025

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଗୁଣୁପୁର: ଗଞ୍ଜେଇ ଚୋରାଚାଲାଣ ଚରାଭୂଇଁ ପାଲଟିଛି ଗୁଣୁପୁର । କେତେବେଳେ ବାଇକ୍ ରେ ଚାଲାଣ ହେଉଛି ତ କେତେବେଳେ ମେକ୍ସପିକଅପ ଗାଡିରେ ଆଉ ଏବେ ୧୬ ଚିକିଆ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଗୋଖାଦ୍ୟ ସହ ଗଞ୍ଜେଇ ବୋଝେଇ କରି ଏକ ୧୬ ଚକିଆ ଟ୍ରକ୍ ଗଜପତୀ ଓ…

ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି; ସୀମାନ୍ତରୁ ଉଦ୍ଧାର ହେଲା ଲୁଟ୍‌ ବିସ୍ଫୋରକ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିବା ବିସ୍ଫୋରକରୁ ଅନେକ ଜବତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ। ସୁରକ୍ଷା ବାହିନୀର ଯବାନମାନେ ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ଜିଲ୍ଲା…

ନିଟ୍‌-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟଙ୍କ ବଡ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି 2025 ପରୀକ୍ଷାକୁ ୨ଟି ସିଟିଂରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ଫିଲିପାଇନ୍ସରେ ଫ୍ରି-ଭିସାରେ କରିପାରିବେ ଏଣ୍ଟ୍ରୀ

ନୂଆଦିଲ୍ଲୀ: ବିଦେଶ ଯିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ । କିନ୍ତୁ ଅନେକ ସମୟରେ, କମ୍ ବଜେଟ୍ ଏବଂ ଭିସା ସମସ୍ୟା ଯୋଗୁଁ ଲୋକମାନେ ଏହି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । କେତବେଳେ ଭିସା ମଳେନାହିଁ ତ ଆଉ କେବେ ଭିସା ରିଜେକ୍ଟ କରାଯାଇଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ଏପରି ବିଦେଶୀ…

ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ; ଏହାର ମୂଳଲକ୍ଷ୍ୟ…

ପୁରୀ:ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଆଜି ପୁରୀରେ ୨ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ କରିଛି । ଏହି ଦୁଇଦିନିଆ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା…

ବନ୍ଦ ହୋଇଯିବ ଗାଜାରେ ଯୁଦ୍ଧ !

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଦେଖା ଦେଇଛି । ଇସ୍ରାଏଲ୍ ହମାସ ସହ ଅସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକାର ନୂଆ ପ୍ରସ୍ତାବକୁ ସ୍ବୀକାର କରିଛି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ରୋକିବା ଓ ବନ୍ଧକଙ୍କ ମୁକ୍ତି ପାଇଁ ପ୍ରସ୍ତାବ ରଖିଛନ୍ତି ଟ୍ରମ୍ପ ପ୍ରଶାସନର ମଧ୍ୟପ୍ରାଚ୍ୟ…

ତାମିଲନାଡୁରେ କମଲ ହାସନ Vs ବିଜୟ !

ନୂଆଦିଲ୍ଲୀ: ଫିଲ୍ମ ଜଗତରେ କମାଲ କରିଥିବା କମଲ ହାସନ ରାଜନୀତିରେ ଏପର୍ଯ୍ୟନ୍ତ ହିଟ୍ ଦେଇ ପାରିନାହାନ୍ତି । ଆସନ୍ତା ୧୯ଜୁନରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ଭାଗ ନେବେ କମଲ ହାସନ । ତାଙ୍କ ଦଳ ଏମଏନଏମ ସହ ତାମିଲନାଡୁର ଶାସକ ଡିଏମକେର ମେଣ୍ଟ ରହିଛି । ମୁଖ୍ୟମନ୍ତ୍ରୀ ଏମକେ…

ଭାରତର ବଡ ପ୍ଲାନ୍, ଏମିତି ଫେରିବ ପିଓକେ….

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ପରେ ଏବେ ପିଓକେକୁ ଭାରତରେ ପୁଣି ମିଶାଇବା ଚର୍ଚ୍ଚା ଜୋର ଧରିଛି । ପହଲଗାମ ଆକ୍ରମଣ ଏବଂ ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପିଓକେର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଯାହାକୁ ନେଇ ଏବେ ସବୁ ଭାଷଣରେ…

ଦେଶର ପ୍ରଥମ ସାକାହାରୀ ରାଜ୍ୟ, ଯେଉଁଠି ୮୦ ପ୍ରତିଶତ ଲୋକ ଖାଆନ୍ତି ନିରାମିଷ

ନୂଆଦିଲ୍ଲୀ: ବିଶ୍ୱରେ ଏପରି କୌଣସି ଦେଶ ନାହିଁ ଯେଉଁଠାରେ କେବଳ ନିରାମିଷ ଖାଦ୍ୟ ଖିଆଯାଏ। ମାଛ, ମାଂସ ଏବଂ ଅଣ୍ଡା ଖାଉଥିବା ଲୋକ ପ୍ରତ୍ୟେକ ଦେଶରେ ଦେଖାଯାଆନ୍ତି। କିନ୍ତୁ ଯେତେବେଳେ ନିରାମିଷ ଖାଦ୍ୟ ଏବଂ ଏହାର ବିବିଧତା କଥା ଆସେ, ସେତେବେଳେ ଭାରତର ନାମ ନିଶ୍ଚିତ ଭାବରେ ନିଆଯାଇଥାଏ।…

ଷ୍ଟକ୍ ବଜାରରୁ ବ୍ୟାନ୍ ହେଲେ ଲୋକପ୍ରିୟ ଅଭିନେତା ଅର୍ଶଦ ଓ୍ବାରସି ଏବଂ ପତ୍ନୀ

ମୁମ୍ବାଇ: ଅଭିନେତା ଅର୍ଶଦ ୱାରସି, ତାଙ୍କ ପତ୍ନୀ ମାରିଆ ଗୋରେଟି ଏବଂ ତାଙ୍କ ଭାଇଙ୍କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଦ୍ୱାରା ଗୋଟିଏ ବର୍ଷ ପାଇଁ ଷ୍ଟକ୍ ବଜାରରୁ ବ୍ୟାନ୍ କରାଯାଇଛି। କ୍ରିଷ୍ଟାଲ୍ ବିଜନେସ୍ ସିଷ୍ଟମ୍ ଲିମିଟେଡ୍ ସହ ଜଡିତ ଏକ ଷ୍ଟକ୍ ହେରଫେର ମାମଲାରେ ଅର୍ଶଦ…