Latest Odisha News

BREAKING NEWS

Yearly Archives

2025

ଆଇପିଏଲ ଫାଇନାଲ ଜିତିଲେ ଟିମ୍‌ ମାଲିକଙ୍କୁ କେତେ ଟଙ୍କା ମିଳେ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ନୁହେଁ, ଏହା ଏକ ବୃହତ୍‌ ବ୍ୟବସାୟିକ ମଡେଲ୍‌ ମଧ୍ୟ। ପ୍ରତି ବର୍ଷ ଯେତେବେଳେ ଏକ ଟିମ୍‌ ଫାଇନାଲରେ ଜିତିଥାଏ, ଖେଳାଳି, ସପୋର୍ଟ ଷ୍ଟାଫ୍‌ ଏବଂ ପ୍ରଶଂସକମାନେ ଯେତିକି ଖୁସି ହୁଅନ୍ତି, ତା’ଠାରୁ ଅଧିକ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଜୁନ ୨୦ ସୁଦ୍ଧା ସମସ୍ତ ଡ୍ରେନର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୂଚନାନୁସାରେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ…

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ…

ଆଜିର ମକଡ୍ରିଲ ୩୧ତାରିଖକୁ କାହିଁକି ଘୁଞ୍ଚିଲା ?

ନୂଆଦିଲ୍ଲୀ: ଅପରେସନ୍ ସିଲ୍ଡ ଅଧୀନରେ ଆଜି ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ମକଡ୍ରିଲ ହୋଇଥାନ୍ତା । କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ ଆଜି ସ୍ଥଗିତ ରଖାଯାଇ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ସୁରକ୍ଷା ସମ୍ପର୍କିତ ଏହି ମକଡ୍ରିଲ କରାଯିବ । ସୀମାପାର…

ଆଉ ଏକ ପାକିସ୍ତାନୀ ଗୁପ୍ତଚର ଗିରଫ, ଆଇଏସଆଇକୁ ପଠାଉଥିଲା ଗୁପ୍ତ ସୂଚନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରେ, ଦେଶ ସହିତ ବିଶ୍ୱାସଘାତକତା କରିଥିବା ଲୋକଙ୍କ ସନ୍ଧାନକୁ ଜୋରଦାର କରାଯାଇଛି । ଏହି ସମୟ ଭିତରେ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁପ୍ତଚର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ କାସିମ…

ଏଲଆଇସି ଆଣିଲା ଚମତ୍କାର ପଲିସି, ଥରକ ନିବେଶରେ ହୋଇଯିବେ ଧନୀ

ନୂଆଦିଲ୍ଲୀ: ଅବସର ପରେ ଜୀବନଯାପନ ଖର୍ଚ୍ଚ ପୂରଣ କରିବା ଅନେକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବିଶେଷକରି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ କିମ୍ବା ନିଜ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ଯେଉଁମାନଙ୍କୁ ପେନସନ ମିଳେ ନାହିଁ, ଅବସର ପରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି।…

ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ଆରସିବି

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୯ ବର୍ଷ ପରେ ପୂନର୍ବାର ଦଳ ଏବେ ଆଇପିଏଲର ପ୍ରଥମ ଟାଇଟଲ…

ଇପିଏଫଓର ବଡ଼ ଘୋଷଣା: ପେନସନ ୭୫୦୦କୁ ବୃଦ୍ଧି ସହ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଦେଶର ଲକ୍ଷ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛି। କର୍ମଚାରୀ ପେନସନ ଯୋଜନା (ଇପିଏସ) ଅଧୀନରେ ସର୍ବନିମ୍ନ ପେନସନ ପରିମାଣକୁ ୧୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦ ଟଙ୍କା କରାଯାଇଛି। ଏହି…

ଆମେରିକା କରୁଛି ଖେଳ: ଭାରତ ରଚିଲା ଚକ୍ରବ୍ୟୁହ, ନିର୍ମାଣ ଚାଲିଛି ପ୍ରଭାବୀ ଲଢୁଆ ବିମାନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଦେଶରେ ହଠାତ୍ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଓ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନର ଅଭାବ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଏହା ସତ ଯେ ଭାରତ ପାଖରେ ଏବେ ଯେତେ ଲଢ଼ୁଆ ବିମାନ ଦରକାର, ସେତେ ନାହିଁ। ଏହା ମଧ୍ୟ ସତ ଯେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ହାସଲ କରିବାରେ…

୨୦ବର୍ଷୀୟ ‘ପାକିସ୍ତାନୀ ଗୁପ୍ତଚର’ ଗିରଫ, ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଲା ସମ୍ବେଦନଶୀଳ କଣ୍ଟେଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ହିମାଚଳପ୍ରଦେଶର ଦେହରା ପୋଲିସ। ଯୁବକ ଜଣକ ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବାର ଅଭିଯୋଗ ଆଣିଛନ୍ତି। ଯୁବକଙ୍କ ମୋବାଇଲରୁ ଆପତ୍ତିଜନକ ଏବଂ ସମ୍ବେଦନଶୀଳ କଣ୍ଟେଣ୍ଟ ମିଳିଛି। ପୋଲିସ…