‘ପାକିସ୍ତାନର ଗୁଳିମାଡ଼ରେ ପ୍ରଭାବିତ ପୁଞ୍ଚ ସହ ଅନ୍ୟ ଅଞ୍ଚଳକୁ ରିଲିଫ୍ ସହାୟତା ଦିଆଯାଉ’
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ପାକିସ୍ତାନ ଗୁଳିମାଡ଼ ଦ୍ୱାରା ପ୍ରଭାବିତ ପୁଞ୍ଚ ଏବଂ ଜମ୍ମୁ-କଶ୍ମୀରର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ରିଲିଫ୍ ଏବଂ ପୁନଃଥଇଥାନ ପ୍ୟାକେଜ୍…