Latest Odisha News

BREAKING NEWS

Yearly Archives

2025

ସିଏମସି କମିସନରଙ୍କ ନାଁରେ ବଡ଼ ଅଭିଯୋଗ

କଟକ: କଟକ ମହାନଗର ନିଗମ କମିସନରଙ୍କ ନାଁରେ ଅଭିଯୋଗ । ସିଏମସି କମିସନର ଅନାମ ଚରଣ ପାତ୍ର ସରକାରୀ କ୍ବାର୍ଟର୍ସରେ ରହୁଥିବା ସତ୍ତ୍ବେ ସେ ଘର ଭଡ଼ା ବାବଦକୁ ପୁଣି ସରକାରଙ୍କ ଠାରୁ ଟଙ୍କା ନେଉଥିବା ଭଳି ବଡ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସେ ୮ ମାସରେ ଘର ଭଡ଼ା ବାବଦକୁ ବର୍ତ୍ତମାନ ସୁଦ୍ଧା…

ସ୍ପିଡ ବୋଟରେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ଓଲଟିବା ଘଟଣା: ଆକ୍ସନ ମୋଡରେ ପ୍ରଶାସନ

ପୁରୀ: ପୁରୀ ସମୁଦ୍ରରେ ସ୍ପିଡ ବୋଟରେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ଓଲଟିବା ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ। ଦୁର୍ଘଟଣାର କାରଣ ଜାଣିବାକୁ ଉପ-ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ ଚାଲିଥିବାବେଳେ ଆଜି ବୋଟିଂ ସଂସ୍ଥା ସ୍କାଏ ଡ୍ରାଇଭ ଆଡଭେଞ୍ଚର କମ୍ପାନୀ ଅଫିସକୁ ଧୂଳିସାତ୍ କରିଛି ପୁରୀ…

୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିସ୍‌, ଓଡ଼ିଶା ହାଇକୋର୍ଟକୁ ଆସିବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସୁପାରିସ କରିଛନ୍ତି। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କଲେଜିୟମର ଏହି ବୈଠକ ଭାରତର ମୁଖ୍ୟ ବିଚାରପତି ବି.ଆର. ଗବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।…

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ

ବଲାଙ୍ଗୀର: ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା…

ତିୱାରୀ ରାଗି କରି କହିଲେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେନି, ଅଥଚ ହେଲେ ଅଧିନାୟକ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅବସର ପରେ ଶୁଭମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଛି । ଗିଲ ଅଧିନାୟକ ହେବା ପରେ ମିଶ୍ର ପ୍ରତିକ୍ରିୟା ଆସିଛି । ଅନେକ ପୂର୍ବତନ ଖେଳାଳି ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟମାନେ ପସନ୍ଦ କରି ନାହାନ୍ତି । ଏକ ସାକ୍ଷାତକାରରେ ମନୋଜ ତିୱାରୀ…

ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫…

କିଏ ସେହି ବ୍ୟକ୍ତି ଯିଏ ୩୦ ମିନିଟରେ ତିଆରି କରିଥିଲେ ଅପରେସନ ସିନ୍ଦୂରର ଲୋଗୋ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ସମ୍ପର୍କରେ ଧୀରେ ଧୀରେ ସମସ୍ତ ଗୁମର ଫିଟୁଛି। ଯେପରିକି କିଏ ଏହି ନାମକରଣ କରିଥିଲେ, କିଏ ଏହି ଲୋକ ତିଆରି କରିଥିଲେ। ସଦ୍ୟତମ ଘଟଣାକ୍ରମରେ, ଅପରେସନ୍ ସିନ୍ଦୂରର ଲୋଗୋ ଡିଜାଇନ୍ କରିଥିବା…

ପରେଶଙ୍କୁ ମୂର୍ଖ କହିବାରୁ ସାମ୍ବାଦିକଙ୍କ ଉପରେ ବର୍ଷିଲେ ଅକ୍ଷୟ…

ମୁମ୍ବାଇ: 'ହେରା ଫେରି ୩'ରୁ ପରେଶ ରାୱଲଙ୍କ ବିଦାୟକୁ ନେଇ ଶେଷରେ ଅକ୍ଷୟ କୁମାର ନୀରବତା ଭାଙ୍ଗିଛନ୍ତି। ମଙ୍ଗଳବାର ଦିନ ତାଙ୍କ ଆଗାମୀ ଫିଲ୍ମ ହାଉସଫୁଲ ୫ର ଟ୍ରେଲର ଲଞ୍ଚରେ ଅକ୍ଷୟ କୁମାରଙ୍କୁ ପରେଶ ରାୱଲଙ୍କ ସମ୍ପର୍କରେ ପଚରାଯାଇଥିଲା। ଯାହା ପରେ ଅକ୍ଷୟ ନିଜର ପ୍ରତିକ୍ରିୟା ରଖିଥିଲେ।…

IPL କ୍ଲୋଜିଂ ସେରିମନିରେ ଭାରତୀୟ ସେନାଙ୍କୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, 'ଅପରେସନ୍ ସିନ୍ଦୂର'ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଘୋଷଣା କରିଛି ଯେ, ଆଗାମୀ IPL 2025 ର…

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କୋଭିଡ ସଂଖ୍ୟା ୧ ହଜାର ଟପିଲାଣି। ଯାହାକୁ ନଜରରେ ରଖି ଆସନ୍ତାକାଲି ଦିନ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ବଢୁଥିବା ମାମଲାକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ,…