Latest Odisha News

BREAKING NEWS

Yearly Archives

2025

ବାଂଲାଦେଶୀ ଅନୁପ୍ରବେଶଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ଚେକ୍‌…

‘ସିନ୍ଧୁଚୁକ୍ତି ଉଲ୍ଲଘଂନ ପାକିସ୍ତାନ ହିଁ କରିଛି, ଭାରତ ନୁହେଁ….’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ବହୁବିଧ କାରଣ ଦ୍ୱାରା ପରିଚାଳିତ ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ଥିଲା । ଜଳ ଚୁକ୍ତି ଉଲ୍ଲଘଂନ କରିଥିବା ଭାରତ ନୁହେଁ, ପାକିସ୍ତାନ ଥିଲା ବୋଲି, ଜାତିସଂଘ…

ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ନିପାତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସମୟରେ ଭାରତ ଦ୍ୱାରା ପରାସ୍ତ ହେବା ପରେ ମଧ୍ୟ ପାକିସ୍ତାନ ସୁଧୁରୁନି। ସୀମାରେ ଅନୁପ୍ରବେଶ ପାଇଁ ତାଙ୍କର ପ୍ରୟାସ ଏବେ ବି ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ଶୁକ୍ରବାର ରାତିରେ ଗୁଜୁରାଟର ବନାସକାଣ୍ଠାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତରେ ପ୍ରବେଶ…

ଆମେରିକା-ଭାରତ ନୁହେଁ, ତେବେ କେଉଁ ଦେଶରେ ସବୁଠୁ ସ୍ପିଡ୍ ଇଣ୍ଟରନେଟ ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ  କୌଣସି ଦେଶର ଟେକ୍ନୋଲୋଜି ଉନ୍ନତିର ଏକ ପ୍ରମୁଖ ମାନଦଣ୍ଡ ହୋଇଛି। ଆମେ ଅନେକେ ମନେ କରୁ ଯେ ଆମେରିକା, ଭାରତ କିମ୍ବା ପାକିସ୍ତାନ ଭଳି ବଡ଼ ଦେଶମାନେ ସବୁଠୁ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଉଛନ୍ତି। କିନ୍ତୁ ବାସ୍ତବତା ଏହାଠାରୁ ବେଶ ଭିନ୍ନ।…

ଆପଲ୍ ପରେ ସାମସଙ୍ଗ ପାଳି: ଧମକାଇଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଗାଦିରେ ବସିବା ପରେ ଏବେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା ପଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଧମକ ଆପଲକୁ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆପଲ୍‌ର…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁ ମିଛ ! ଭାରତ-ପାକ୍ ଯୁଦ୍ଧରେ ବି ଫେଲ୍ ମାରିଲେ

ଭୁବନେଶ୍ୱର : ବିଶ୍ୱରେ ଅନେକ ବ୍ୟକ୍ତି ଭବିଷ୍ୟତ ଜାଣିବାର ଦାବି କରିଛନ୍ତି ଓ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରେ ବୁଲଗାରିଆର ବାବା ଭେଙ୍ଗା (ଭାଙ୍ଗେଲିୟା ପାଣ୍ଡେଭା ଗୁଷ୍ଟେରୋଭା) ଏକ ପ୍ରମୁଖ ନାମ। ୧୯୯୬ରେ ୮୪ ବର୍ଷ ବୟସରେ ଏହି ଅନ୍ଧ ଜ୍ୟୋତିଷୀ ଦୁନିଆକୁ ବିଦାୟ ଦେଇଥିଲେ,…

ଆସନ୍ତୁ ଜାଣିବା ବିପାଶା ବସୁଙ୍କ ଭାଇରାଲ ଫଟୋର ସତ୍ୟତା

ମୁମ୍ବାଇ: ସୋସିଆଲ ମିଡିଆରେ ବିପାଶା ବସୁଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଏକଦା ଗ୍ଲାମର ଡଲ ଭାବେ ବିବେଚିତ ବିପାଶା ଆବଶ୍ୟକତାଠାରୁ ଅଧିକ ମୋଟୀ ଏବଂ ବୟସ୍କ ଲାଗୁଛନ୍ତି । ଯାହାକି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ବିପାଶା ୨ ଦିନ ତଳେ ତାଙ୍କର ଏକ ଫଟୋ…

ଭୁବନେଶ୍ୱର ସମେତ ଏସବୁ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ। ଏଥିସହିତ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର,…

୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି, ଅର୍ଥାତ୍ ମେ ୨୪ରେ କେରଳ ଛୁଇଁଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଉଁଥିବା ବେଳେ ଏଥର ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଯାହା ଗତ ୧୬ ବର୍ଷ ପରେ ସଅଳ…

୫୦ ବର୍ଷ ପରେ ଏହି ସବୁ ରାଶି ପାଇଁ ରାଜଯୋଗ, ଖୋଲିବ ଭାଗ୍ୟର ତାଲା

ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ ଓ ବୈଭବର ଅଧିପତି ଶୁକ୍ର ଗ୍ରହ।  ଆଗାମୀ ୨୯ ଜୁନ୍ ୨୦୨୫ରେ ଶୁକ୍ର ମେଷ ରାଶିରୁ ବୃଷ ରାଶିକୁ ଗମନ କରିବେ। ଏହି ଗ୍ରହଗତି ଫଳରେ ୫୦ ବର୍ଷ ପରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ, ଯାହା କିଛି ରାଶିର…