‘ଓଡିଶା ଯାତ୍ରୀ’ ଡ୍ରାଇଭର ୫ ମାସରେ ରୋଜଗାର କଲେଣି ୨କୋଟିରୁ ଅଧିକ
ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ ଆରମ୍ଭ ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି। ଏହି ସରକାରୀ କ୍ୟାବ୍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ…