Latest Odisha News

BREAKING NEWS

Yearly Archives

2025

ଆଜି ୧୩ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ଓ ପବନ । ଏହି ସମୟରେ ତାପମାତ୍ରାରେ ହ୍ରାସ ଥିବାବେଳେ କିନ୍ତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ…

ଶ୍ରୀ ଭାଗବତ ସାର ୪୩: ଶ୍ରୀରାଧାକୃଷ୍ଣ ଅଭିନ୍ନ ବିଗ୍ରହ ବିଶିଷ୍ଟ, କେବଳ ପରକୀୟ ରସ ଆସ୍ଵାଦନ ପାଇଁ ଭିନ୍ନ ଭିନ୍ନ କଳେବର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ମହାରାସ ର ସମ୍ପୂର୍ଣ୍ଣ ବର୍ଣ୍ଣନା ଆମେ ଦଶମ ସ୍କନ୍ଦ ଆଲୋଚନା ସମୟରେ କରିବା, କିନ୍ତୁ ରାସଲୀଳା ଆଲୋଚନାଟି ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଶ୍ରୀକୃଷ୍ଣଙ୍କ କାନ୍ତା ଶିରୋମଣି ଶ୍ରୀରାଧାଙ୍କୁ ଟିକିଏ ଜାଣିବା…

ୱେବସାଇଟ୍ ହ୍ୟାକ୍ ସହ ଦେଶ ବିରୋଧୀ ବାର୍ତ୍ତା ପ୍ରସାର କରିବା ଅଭିଯୋଗରେ ୨ଗିରଫ

ନୂଆଦିଲ୍ଲୀ: "ଅପରେସନ୍ ସିନ୍ଦୂର" ସମୟରେ ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବା ଏବଂ ଭାରତ ବିରୋଧୀ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ ଗୁଜୁରାଟ ATS ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜସିମ ଶାହନୱାଜ ଅନସାରି (୧୮) ଏବଂ ଜଣେ ନାବାଳକ ଅଛନ୍ତି, ଯିଏ…

ଡାନ୍ସ ଆକ୍ଟିଂ ଷ୍ଟାରରୁ ଆଇପିଏସ: ଦୁଇଥର ବିଫଳ, ତୃତୀୟ ଥର ଇତିହାସ ରଚିଲେ

ନୂଆଦିଲ୍ଲୀ: ଯଦି ମନରେ କିଛି କରିଦେଖାଇବାର ଦୃଢ଼ ଇଚ୍ଛା ଥାଏ, ତେବେ ରାସ୍ତା ନିଜେ ନିଜେ ତିଆରି ହୋଇଯାଏ। ଏହି କଥାକୁ ସତ କରି ଦେଖାଇଛନ୍ତି ଝାଡ଼ଖଣ୍ଡର ଝିଅ ଶ୍ରୁତି ଅଗ୍ରୱାଲ। କିଛି ବର୍ଷ ତଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରେ ନିଜର ନୃତ୍ୟ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ମନ…

ମହାକାଶରୁ ହେଉଥିଲା ଯୁଦ୍ଧର ଅପରେଟ ! ବୁଝିପାରିଲାନି ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସମଗ୍ର ବିଶ୍ୱ ଭାରତୀୟ ସେନାର ପରାକ୍ରମ ଦେଖିସାରିଛି। ପାକିସ୍ତାନ ଯଦିଓ ଆଣ୍ଠୁ ମାଡ଼ି ବସିଛି, ତେବେ ତା’ର ହରକତ କାହାଠାରୁ ଲୁଚି ରହିନାହିଁ। ପାକିସ୍ତାନକୁ ନତମସ୍ତକ କରିବାରେ ଭାରତୀୟ ସେନା ଓ ଆମର ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଯେତିକି ଭୂମିକା ନିଭାଇଛନ୍ତି,…

କେବଳ ଆକାଶରୁ ହୁଏ ପାରମାଣୁ ଆଟାକ୍? ଜାଣନ୍ତୁ ଏନେଇ ରୋଚକ କଥା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପରମାଣୁ ଅସ୍ତ୍ର ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ଆମେରିକାର ରାଷ୍ଟ୍ରପତି ମଧ୍ୟ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଦୁହେଁ ପରମାଣୁ ଶକ୍ତିସମ୍ପନ୍ନ ଦେଶ, ଏବଂ ଯଦି ଏମାନଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼େ, ତେବେ ଲକ୍ଷ…

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି…

ଭାରତର ପ୍ରଥମ ରାଜ୍ୟ: ଯେଉଁଠି ସବୁ ପାଠୁଆ ଲୋକ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ: ଭାରତରେ ସାକ୍ଷରତା କ୍ଷେତ୍ରରେ କେରଳ ସର୍ବଦା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ, କିନ୍ତୁ ଆପଣ ଜାଣିଛନ୍ତି କି ଭାରତର ପ୍ରଥମ ଏକ ଏପରି ରାଜ୍ୟ ରହିଛି, ଯେଉଁଠାରେ ଜଣେ ମଧ୍ୟ ନିରକ୍ଷର ନାହାନ୍ତି? ହଁ, ଏକଦମ ସତ। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଏନେଇ ଘୋଷଣା କରିଛି।…

ମଞ୍ଚେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ; ପଡ଼ିଛି ରକ୍ତ ଛିଟା,ପୋଲିସର ଛାନଭିନ

ଭୁବନେଶ୍ବର: ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର। ରାଜଧାନୀ ଭୁବନେଶ୍ୱରର…

ମେ ୨୨ରେ ୧୦୩ ରେଳ ଷ୍ଟେସନର ପୁନର୍ବିକାଶକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ । ସେ ସକାଳ ପ୍ରାୟ ୧୧ଘଟିକାରେ ବିକାନେର ଯିବେ ଏବଂ ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ। ଏହା ବ୍ୟତୀତ, ପ୍ରାୟ ୧୧.୩୦ ସମୟରେ, ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ…