ସର୍ଜିକାଲ୍ ଷ୍ଟ୍ରାଇକ୍ ଅପେକ୍ଷା ‘ଅପରେସନ୍ ସିନ୍ଦୂର’ ସମୟରେ, ହିନ୍ଦୀ ଖବର ଦର୍ଶକଙ୍କ ସଂଖ୍ୟା ଅଧିକ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତୀୟ ସେନା ପକ୍ଷରୁ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ସମସ୍ତେ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହା ସହିତ, ବହୁ ସଂଖ୍ୟକ ଆତଙ୍କବାଦୀ ନିହତ…