Latest Odisha News

BREAKING NEWS

Yearly Archives

2025

ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ; ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ଡ୍ରିମ ଗାର୍ଲ

ପୁରୀ: ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ହେମାମାଳିନୀ । ସେ ସନାତନୀ ହିନ୍ଦୁ ଧର୍ମରେ ଅଛନ୍ତି ଏବଂ ସମସ୍ତ ନୀତି ନିୟମକୁ…

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,…

ବିହାର ପାଇଁ କଂଗ୍ରେସ ମନରେ କ’ଣ ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ସ୍ଥିତି ମଜବୁତ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ପ୍ରଥମେ ବିହାରରେ ପ୍ରଭାରୀ ବଦଳାଇଥିଲା କଂଗ୍ରେସ ଆଉ ଏବେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଅଖିଳେଶ ପ୍ରସାଦ ସିଂଙ୍କ ଜାଗାରେ ରାଜେଶ କୁମାରଙ୍କୁ ବିହାରର ପ୍ରଦେଶ…

୪୮୯ ଦିନ ପରେ ବ୍ଲୁ ଟାଇଗର୍ସ ଚାଖିଲା ବିଜୟର ସ୍ବାଦ; ଛେତ୍ରୀବାହିନୀ ମାଳଦ୍ୱୀପକୁ ୩-୦ ଗୋଲରେ କଲା ପରାସ୍ତ

ସିଲଂ: ଅଧିନାୟକ ସୁନୀଲ ଛେତ୍ରୀଙ୍କ ୯୫ତମ ଗୋଲ ଦ୍ବାରା ଭାରତ ମାଳଦ୍ୱୀପ ବିପକ୍ଷରେ ବିଜୟ ହାସଲ କରିଛି । ବୁଧବାର ମେଘାଳୟର ସିଲଂର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ମାଳଦ୍ୱୀପକୁ ୩-୦ ଗୋଲରେ ପରାସ୍ତ କରିଛି । ଛେତ୍ରୀଙ୍କ ବ୍ୟତୀତ,…

ଆଇପିଏଲରେ ଏହି କାରଣ ଯୋଗୁ ଜାଡେଜା ଏକ ନମ୍ବର

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇପିଏଲର ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଜାଡେଜା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୧୨ତମ ସିଜନ ଖେଳିବାକୁ ଯାଉଛନ୍ତି । ଆଇପିଏଲର ଉଦଘାଟନୀ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର…

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନଡିଆ; ମିଳିବ ଏହି ଲାଭ..

ଭୁବନେଶ୍ବର: ନଡିଆ ସ୍ବାସ୍ଥ୍ୟ ପାଇଁ ବେଶ୍ ଭଲ । ନଡ଼ିଆରେ ଭରପୁର ମାତ୍ରରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ସାହାଯ୍ୟ ରଖିଥାଏ । ତେବେ ଜାଣିଛନ୍ତି କି, ରାତି ସମୟରେ ଖଣ୍ଡେ ନଡ଼ିଆ…

ଶତାବ୍ଦୀ ଏକ୍ସପ୍ରେସର ଏସି କୋଚରେ ହୋଲି ଖେଳି ୮ ଗିରଫ

ନୂଆଦିଲ୍ଲୀ: ହୋଲି ଦିନ ନୂଆଦିଲ୍ଲୀରୁ କାନପୁର ଆସୁଥିବା ୧୨୦୩୪ ନମ୍ବର ଟ୍ରେନ୍ କାନପୁର ଶତାବ୍ଦୀ ଏକ୍ସପ୍ରେସର ଏସି ଚେୟାର କାର୍‌ରେ କିଛି ପ୍ୟାଣ୍ଟ୍ରି କର୍ମଚାରୀ ଏବଂ ସଫେଇ କର୍ମଚାରୀ ମିଶି ବହୁତ ହୋଲି ଖେଳିଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ…

ଆଇପିଏଲ ଉଦଘାଟନୀ ଉତ୍ସବରେ ଲାଗିବ ବଲିଉଡ ତଡକା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ ବଲିଉଡର ଗ୍ଲାମର ତଡକା ଲାଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରିପୋର୍ଟ ମୁତାବକ ଶାହାରୁଖ ଖାଁ, ସଲମାନ ଖାଁ, ଭିକ୍କି କୌଶଲ, କ୍ୟାଟ୍ରିନା କୈଫ, ପ୍ରିୟଙ୍କା…

ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ… 

କରାଚି: ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ। ପାକିସ୍ତାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ୍ ସେଣ୍ଟର ଉପରେ ଚଢାଉ ହୋଇଥିଲା। ଇସଲାମାବାଦର ସେକ୍ଟର ଏଫ୍-୧୧ରେ ପାକିସ୍ତାନର…

ଦେଶର କୋଟିପତି ବିଧାୟକ, ଏମାନଙ୍କ ପାଖରେ ରହିଛି ସର୍ବାଧିକ ସମ୍ପତ୍ତି… 

ନୂଆଦିଲ୍ଲୀ: ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ଆର୍ଥିକ ସତ୍ୟପାଠ ଅନୁଯାୟୀ, କିଛି ବିଧାୟକଙ୍କ ପାଖରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଅଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ବିଧାୟକମାନଙ୍କ ସମ୍ପତ୍ତିରେ…