Latest Odisha News

BREAKING NEWS

Yearly Archives

2025

ବିହାରରେ ଆଗୁଆ ନିର୍ବାଚନ !

ନୂଆଦିଲ୍ଲୀ: ନୀତିଶଙ୍କ ପ୍ରଗତି ଯାତ୍ରା, ମୋଦିଙ୍କ ଗସ୍ତ । ବିହାରରେ ଆଗୁଆ ହେବ କି ଭୋଟ୍? ବିହାରରେ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ…

ଆସିଲା ଇପିଏଫଓ ସଦସ୍ୟଙ୍କ ପାଇଁ ବଡ ଖବର, ମିଳିବ ଏତିକି ସୁଧହାର..

ଭୁବନେଶ୍ବର: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ବୋର୍ଡ ଶୁକ୍ରବାର ଦିନ ୨୦୨୪-୨୫ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିଛି। ଏହାପୂର୍ବରୁ, ଫେବୃଆରୀ ୨୦୨୪ରେ ଇପିଏଫଓ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଏହା…

ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର: ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏଇ ଚିତା ଥିଲା କାଲି ତୋ ପାଦ ଅଳତା… ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା… ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ… ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ…

ହ୍ବାଟ୍ସଆପର ନୂଆ ପେମେଣ୍ଟ ଫିଚର: ଏବେ ଆଉ ଦେବାକୁ ପଡିବନି ପିନ୍…

ନୂଆଦିଲ୍ଲୀ: ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ପରେ, ହ୍ୱାଟସଆପ ମାଧ୍ୟମରେ ଅନଲାଇନ ପେମେଣ୍ଟ କାରବାର କରିବା ସହଜ ହୋଇଯିବ । ଏଣିକି ଆଉ ପେମେଣ୍ଟ କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ବାରମ୍ବାର ପିନ୍ ଲେଖିବାକୁ ପଡ଼ିବ…

ସହିପାରିଲେନି ସ୍ତ୍ରୀଙ୍କ ନିର୍ଯାତନା!, ମମି..ବାପା ସରି….. କହି ଝୁଲି ପଡିଲେ ପୁଣି ଆଉ ଜଣେ ଆଇଟି ଇଞ୍ଜିନିୟର

ଆଗ୍ରା: ପୁଣି ସ୍ତ୍ରୀଙ୍କ ଠାରୁ ଅତିଷ୍ଠ ହୋଇ ଆଉ ଜଣେ ଆଇଟି ଇଞ୍ଜିନିୟର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ସମାନ ଢଙ୍ଗରେ ଏକ ଭିଡିଓ ଜାରି କରି ନିଜ ଜୀବନ ହାରିଲେ ଆଗ୍ରାର ଆଇଟି କମ୍ପାନୀ କର୍ମଚାରୀ ମାନବ ଶର୍ମା । ବେକରେ…

୭୦ ଘଣ୍ଟା ପରେ ଏମିତି ଧରାପଡ଼ିଲା ପୁଣେ ଦୁଷ୍କର୍ମ ଅଭିଯୁକ୍ତ

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳିଛି। ତେବେ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ସାର୍ଟ ବଦଳାଇବା…

ଖୁବ୍ ଶୀଘ୍ର ୨ ରୁ ୩ ହେବାକୁ ଯାଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଜଣେ । ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ତେବେ ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖିବ ଶିଘ୍ର ମା’ ହେବାକୁ ଯାଉଛନ୍ତି କିଆରା ।…

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ…

ଜୀବନ ହାରିଲେ ଆଉ ଜଣେ ଅତୁଲ, ସହି ପାରିଲେନି ସ୍ତ୍ରୀର ନିର୍ଯାତନା

ଆଗ୍ରା: ଜୀବନ ହାରିଲେ ଆଉ ଜଣେ ଅତୁଲ। ବେଙ୍ଗାଲୁରୁ ପରେ ଏବେ ଆଗ୍ରା। ସହି ପାରିଲେନି ସ୍ତ୍ରୀର ନିର୍ଯାତନା। ବାପା ମାଆଙ୍କୁ କ୍ଷମା ମାଗି ଆତ୍ମହତ୍ୟା କଲେ ଆଇଟି କର୍ମଚାରୀ। ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ଉତ୍ତରପ୍ରଦେଶର ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଯାହାକୁ…

ରାସ୍ତା କଡରୁ ଚଷମା କିଣି ପିନ୍ଧୁଛନ୍ତି କି? ଜାଣନ୍ତୁ କେତେ ସୁରକ୍ଷିତ….

ଭୁବନେଶ୍ବର: ରୋଡ ସାଇଡରେ ଶସ୍ତା ଦାମରେ ଜିନିଷ କିଣିବାର ଆମ ସମସ୍ତଙ୍କ ଅଭ୍ୟାସ ରହିଛି । ଯାନବାହାନରେ କି ଚାଲିକରି ଗଲା ବେଳେ ରାସ୍ତାରେ ସଜେଇ ହୋଇ ରହିଥିବା ଏହି ଜିନିଷ ଗୁଡିକ ଆମକୁ ବେଶ୍ ଆକର୍ଷିତ କରିଥାଏ । ସେହି ଜିନିଷ ମଧ୍ୟରୁ ସବୁଠୁ ବେଶୀ ଆମକୁ ଆକର୍ଷିତ କରିଥାଏ, ଭଳିକି ଭଳି…