Latest Odisha News

BREAKING NEWS

Yearly Archives

2025

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲା ଆମ୍ବେଦକର ଓ ଭଗତ ସିଂହଙ୍କ ଫଟୋ, ବର୍ଷିଲେ ଅତିଶୀ

ନୂଆଦିଲ୍ଲୀ: ବର୍ତ୍ତମାନର ଦିଲ୍ଲୀ ସରକାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ  ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ହଟାଇ ଦେଇଛନ୍ତି। ଏହା ଭଗତ ସିଂହ ଏବଂ ଆମ୍ବେଦକରଙ୍କ ପ୍ରତି ଅପମାନ ଓ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଆପ ନେତ୍ରୀ ଅତିଶୀ କହିଛନ୍ତି।…

ବାବର ଆଜମ ଜଣେ ଠକ: ଭାରତଠୁ ହାରିବା ପରେ ବର୍ଷିଲେ ପୂର୍ବତନ ପାକ୍ କ୍ରିକେଟର

କରାଚି: ପାକିସ୍ତାନ ବ୍ୟାଟସମ୍ୟାନ ବାବର ଆଜମଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ସୋଏବ ଅଖତର। ସେ ବାବର ଆଜମଙ୍କୁ 'ଠକ' ବୋଲି ମଧ୍ଯ କହିଛନ୍ତି। ସୋଏବ କହିଛନ୍ତି ଯେ ବାବର ଆରମ୍ଭରୁ ଜଣେ ଠକ। ସୋଏବ ବାବର ଆଜମଙ୍କୁ ପାକିସ୍ତାନୀ ଟିମର କିଙ୍ଗ କୁହାଯାଏ, କିନ୍ତୁ ପ୍ରକୃତରେ ସେ ବଡ଼…

କ’ଣ ଏହି ରାଟ ଟର୍ଚର? ଯେଉଁଥିରେ ମଣିଷର ହୁଏ ଭୟଙ୍କର ମୃତ୍ୟୁ…

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ ମୃତ୍ୟୁଦଣ୍ଡ ସମ୍ପର୍କରେ ଭିନ୍ନ ଭିନ୍ନ ଆଇନ ଅଛି । ଏହି ଆଇନ ଅନୁଯାୟୀ ସେହି ଦେଶରେ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦଣ୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ଫିଲ୍ମରେ ଅନେକ ଥର ଦେଖିଥିବେ । ଆଜି ଆମେ…

କୋହଲି ପିନ୍ଧିଥିବା ଫିଟନେସ ବ୍ୟାଣ୍ଡର ମୂଲ୍ୟ କେତେ ଜାଣିଛନ୍ତି କି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋହଲି ଏକ ଫିଟନେସ ବ୍ୟାଣ୍ଡ ପିନ୍ଧିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ହୁପ କମ୍ପାନୀର ଏହି…

ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ପଡୁଥିଲେ ଜସ୍ମିନ

ଦୁବାଇ: ବ୍ରିଟେନର ଗାୟିକା ଓ ଟିଭି ଷ୍ଟାର ଜସ୍ମିନ ୱାଲିୟାଙ୍କ ସହ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁତା ଏବେ ଚର୍ଚ୍ଚାର କାରଣ ସାଜିଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଜସ୍ମିନ ଆସିଥିଲେ । ଷ୍ଟାଡିୟମରେ ସେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ନେଇ ବେଶ ଉତ୍ସାହିତ ରହୁଥିବା…

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ୍; ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ ବିସ୍ଫୋରଣରୁ ଅଳ୍ପକରେ ବର୍ତ୍ତିଲେ ସୁରକ୍ଷାକର୍ମୀ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ । ଏହାପରେ ଯବାନ ମାନେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ନିଷ୍କ୍ରିୟ କରିଥିଲେ…

ଭାରତ ସହ ୪୫ଟି ଦେଶ ପାଇଁ ଏବେ ଇ-ଭିସା ଜାରି କଲା ଏହି ଦେଶ

ନୂଆଦିଲ୍ଲୀ: ଅନେକ ଦେଶରେ ଭିସା ସମ୍ପର୍କରେ ବିଭିନ୍ନ ସୁବିଧା ରହିଛି । କିଛି ଦେଶ ପାଇଁ, ଆଗମନ ସମୟରେ ଭିସା ଉପଲବ୍ଧ, ଯେତେବେଳେ କିଛି ଦେଶ ଇ-ଭିସାର ବିକଳ୍ପ ମଧ୍ୟ ପ୍ରଦାନ କରନ୍ତି । ଯେତେବେଳେ ଅନ୍ୟ ଦେଶଗୁଡ଼ିକ କେବଳ ଦୂତାବାସ ମାଧ୍ୟମରେ ଭିସା ଆବେଦନ ଗ୍ରହଣ କରନ୍ତି । ତେବେ ରୁଷ…

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ଅତ୍ୟଧିକ ଭୋକ ଲାଗିବା ଏକ ରୋଗ କି?

ଭୁବନେଶ୍ବର:କିଛି ଲୋକଙ୍କୁ ବହୁତ ଭୋକ ଲାଗେ । ଏପରି ଲୋକମାନେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରନ୍ତି । ଯଦି ଆପଣଙ୍କୁ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଭୋକ ଲାଗୁଛି ତେବେ ଏହା ସାମାନ୍ୟ କଥା ନୁହେଁ । ଏପରି ଅନେକ ରୋଗ ହେତୁ  ମଧ୍ୟ ହୋଇପାରେ । -ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି,…

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ…