ଆମେରିକାର ୟୁ-ଟର୍ଣ୍ଣ ଫସିଗଲା ୟୁକ୍ରେନ୍ !
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୩ବର୍ଷ ପୂରିଛି । ଆମେରିକା ସହ ଅନେକ ଦେଶର ହସ୍ତକ୍ଷେପ ପରେ ବି ଯୁଦ୍ଧ ଥମିବାର ନାଁ ନେଉନି । ସେପଟେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଡାକିଥିବା ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନକୁ ନିମନ୍ତ୍ରଣ କରାନଯିବା ନୂଆ ସମୀକରଣ ନେଇ ଚର୍ଚ୍ଚା ବଢାଇଛି। ସାଉଦି…