ଚାମ୍ପିୟନ୍ସ ଟ୍ରଫି: ଭାରତୀୟ ଟିମରେ ହୋଇପାରେ ପରିବର୍ତନ
ଅହମ୍ମଦାବାଦ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି କି ଟିମ ଇଣ୍ଡିଆ । ୮ଟି ଶ୍ରେଷ୍ଠ ଟିମକୁ ନେଇ ଏହି ମୁକାବିଲା ଖେଳାଯିବ । ଭାରତ ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳର ଘୋଷଣା କରି ସାରିଛି । ଫେବୃୟାରୀ ୧୯ ସୁଦ୍ଧା ଟିମ ଇଣ୍ଡିଆ ଯାହା କିଛି…