Latest Odisha News

BREAKING NEWS

Yearly Archives

2025

ଆଇପିଏଲର ଆଗାମୀ ସିଜିନରୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ମେଗା ନିଲାମ ପରେ ସମସ୍ତ ଫ୍ରାଂଚାଇଜ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ଏହି ସଂସ୍କରଣରେ ବିସିସିଆଇ ପକ୍ଷରୁ ଏକ ବଡ ନିୟମ ଲାଗୁ ହେବା ନେଇ ସବୁଜ ସଙ୍କେତ ମିଳିଛି ।…

ଆପଣଙ୍କର ଆଧାର କାର୍ଡ ଅନ୍ୟ କେହି ଅପବ୍ୟବହାର କରୁଛନ୍ତି କି? ଏପରି କରନ୍ତୁ ଯାଞ୍ଚ..

ଭୁବନେଶ୍ବର: ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ପ୍ରାଇମେରୀ ଆଇଡେଣ୍ଟିଫିକେସନ୍ ଡକ୍ୟୁମେଣ୍ଟ ଅଟେ । ଏହା ଆକାଉଣ୍ଟଠୁ ଆରମ୍ଭ କରି ଆୟକର ପ୍ରଦାନ ପର୍ଯ୍ୟନ୍ତ ସବୁ ଜାଗାରେ ବ୍ୟବହାର ହେଉଛି । ତେବେ ଗତ କିଛି ବର୍ଷ ମଧ୍ୟରେ ଏହାର ଅନେକ ଦୁରୁପଯୋଗ ହେବାର ମଧ୍ୟ ଦେଖିବାକୁ ମିଳିଛି । ସାଇବର…

ରାଜ୍ୟରେ ଖୋଲିବ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର: ଜାତୀୟ ମହିଳା କମିଶନ

ଭୁବନେଶ୍ୱର: ଆଜି ଲୋକସେବା ଭାବନରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସମୟରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବା ନେଇ…

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଏ ସମ୍ପର୍କରେ…

ବିଏସଏନଏଲର ଦମଦାର ପ୍ଲାନ୍: କମ୍ ଦାମରେ ଭଲ ଲାଭ ପାଇବେ ଗ୍ରାହକ

ନୂଆଦିଲ୍ଲୀ: ସାରା ଦେଶରେ ଘରୋଇ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଯୋଜନାର ମୂଲ୍ୟକୁ ବହୁଗୁଣିତ କରିଥିଲେ, ଯାହା ବ୍ୟବହାରକାରୀଙ୍କ ପକେଟରେ ବଡ଼ ବୋଝ ପକାଇଥିଲା । ହେଲେ ଇତିମଧ୍ୟରେ ବିଏସଏନଏଲ ଗୋଟେ ପରେ ଗୋଟେ ଶସ୍ତା ରିଚାର୍ଜ ପ୍ଲାନ୍ ଆଣି ୟୁଜର୍ସଙ୍କ ମନ କିଣିବାରେ ଲାଗିଛି। ବିଏସଏନଏଲ…

ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୫ ସେସନ୍ ୧ର ଫଳାଫଳ । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୧୪ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ସେସନ୍ ୧ରେ ପୂର୍ଣ୍ଣ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩…

ତୃତୀୟ ଦିନିକିଆ: କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ରେ ଆଗୁଆ ରହି ସିରିଜ ଜିତିନେଇଛି । ଅନ୍ତିମ ଦିନିକିଆକୁ ଜିତି ଟିମ ଇଣ୍ଡିଆ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । କଟକରେ ଖେଳାଯାଇଥିବା ଦ୍ୱିତୀୟ…

ନୂଆ ପିସିସି ସଭାପତି ହେଲେ ଭକ୍ତଚରଣ ଦାସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ। ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ନୂଆ ସଭାପତି ବନିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଏଆଇସିସି ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜରିଆରେ…

ଜିଓର ଦମଦାର୍ ପ୍ଲାନ: ୨୦୦ରୁ କମ୍ ରିଚାର୍ଜରେ ମିଳୁଛି ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଜିଓ ୟୁଜରଙ୍କ ପାଇଁ ଏକ ବଜେଟ୍ ଅନୁକୂଳ ପ୍ରିପେଡ୍ ପ୍ଲାନ ଆସିଛି । ଏହି ସୁଲଭ ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା । ଜିଓର ଏହି ଅଫରରେ, ଆପଣଙ୍କୁ ୨00ରୁ କମ୍ ମୂଲ୍ୟରେ ଅସୀମିତ ୫ଜି ଡାଟା ଏବଂ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ ନିଶ୍ଚିତ…

ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍!

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍ ସମୟରେ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଘଟଣା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ…