Latest Odisha News

BREAKING NEWS

Yearly Archives

2025

ପ୍ରାଣୀ ଉଦ୍ୟାନରେ ବିକ୍ରି ହେଉଛି ବାଘ ମୂତ୍ର !

ନୂଆଦିଲ୍ଲୀ: ଯଦି ଆପଣ ଅସୁସ୍ଥ ହୁଅନ୍ତି , ତେବେ ଆପଣ ଡାକ୍ତରଙ୍କ ପାଖକୁ ଯିବେ ଓ ଡାକ୍ତର ଲେଖିଥିବା ଔଷଧ ଖାଇବେ । କିନ୍ତୁ ଚାଇନାରେ ଅଜବ ଔଷଧ ଏବେ ଚର୍ଚ୍ଚାରେ, ତାହା ହେଲା ବାଘର ପରିସ୍ରା! ହଁ, ବାଘ ପରିସ୍ରାକୁ ରୋଗର ଉପଶମ ଭାବରେ ପ୍ରୋତ୍ସାହିତ କରାଯାଉଛି । ଆଉ ୨୫୦ଗ୍ରାମ ବୋତଲର ଦାମ୍…

ରେଳ କର୍ମଚାରୀଙ୍କ ତ୍ରୁଟିରୁ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା: ରେଲୱେ ବିଭାଗ

ରାଉରକେଲା: ରେଳ କର୍ମଚାରୀଙ୍କ ତ୍ରୁଟିରୁ ହୋଇଥିଲା ମାଲବାହୀ ଟ୍ରେନ୍‌ ଦୁର୍ଘଟଣା । ବାସନ୍ତୀ କଲୋନୀ ମାଲଗୋଦାମରେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ରେଲୱେ ବିଭାଗ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଲୱେ ଜେନେରାଲ ମ୍ୟାନେଜର । ତେବେ ପ୍ରାଥମିକ ତଦନ୍ତ ପରେ ଷ୍ଟେସନ…

ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ; ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବ କୃମି ଔଷଧ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟରେ ବ୍ୟାପକ ଭାବେ ପାଳନ ହେବ ଜାତୀୟ କୃମିନାଶକ ଦିବସ । ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଭଲ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର…

କେରଳର ଏହି ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେଲା ପେଟା, କରିପାରିବ ଏସବୁ କାମ

ତ୍ରିସୁର: ସୀତାର ବାଦକ ଅନୁଷ୍କା ଶଙ୍କର ଏବଂ ପେଟା ଇଣ୍ଡିଆ ପକ୍ଷରୁ ତ୍ରିସୁରର କୋମ୍ବରା ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଉପହାର ଦିଆଯାଇଛି। ଅସଲି ହାତୀ ବ୍ୟବହାର ନକରି ମନ୍ଦିରର ଉତ୍ସବ ପରିଚାଳନାରେ ଏହି ହାତୀ ସାହାଯ୍ୟ କରିବ। ଏହି ତିନି ମିଟର ଉଚ୍ଚ ଯାନ୍ତ୍ରିକ ହାତୀର…

୧୩ରୁ ବିଧାନସଭା ବଜେଟ୍ ଅଧିବେଶନ: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଫେବୃଆରୀ ୧୩ ତାରିଖରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଫେବୃଆରୀ ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଏପ୍ରିଲ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ।…

ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ପୂର୍ବରୁ ଯେଉଁ ଲୋକମାନେ ସମସ୍ୟା ନେଇ ଆସୁଥିଲେ ସେମାନେ ପୁଣି…

ଆଜି ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ

ଭୁବନେଶ୍ଵର: ଚାଲିଛି କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଠାବ । ଆଜି ଖୋଲିବ ବ୍ୟାଙ୍କ ଲକର୍ । ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବ୍ୟାଙ୍କ୍ ଲକର୍ ଖୋଲିବ ଭିଜିଲାନ୍ସ । ସେଥିପାଇଁ ଶାନ୍ତନୁଙ୍କୁ ମାଲକାନଗିରିରୁ ଭୁବନେଶ୍ବରକୁ ଆଣୁଛି ଭିଜିଲାନ୍ସ । ଭୁବନେଶ୍ବର…

ନିଦ ହଜାଇଲାଣି ସୁନା ଦର: ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି। ପୁଣି ଆକାଶଛୁଆଁ ହୋଇଛି ସୁନା ଦର। ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛ । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା…

୨୧ରୁ ମାଟ୍ରିକ୍ ପରିକ୍ଷା: ୧୯ ମାର୍ଚ୍ଚରୁ ଖାତା ଦେଖା

ଭୁବନେଶ୍ଵର: ମାଟ୍ରିକ୍ ପରୀକ୍ଷାର୍ଥୀ ମାନଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୧ରୁ ମାଟ୍ରିକ୍ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା । ୧୯ ମାର୍ଚ୍ଚରୁ ହେବ ଖାତା ଦେଖା । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବୋର୍ଡ କତ୍ତୃପକ୍ଷ । ତେବେ ପ୍ରଶ୍ନପତ୍ର ଲିକ୍…

ପ୍ରଥମ ଦିନିକିଆରୁ ଓହରିଲେ କୋହଲି

ନାଗପୁର: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି ବୁଧବାରଠାରୁ ଡାହଣ ଆଂଠୁରେ ଯନ୍ତ୍ରଣା ଅନୂଭବ କରୁଥିବାରୁ ପ୍ରଥମ ଦିନିକିଆରୁ ସେ ଓହରି ଯାଇଛନ୍ତି ।…