ସୈଫଙ୍କ ପୁଅ ଜେହକୁ ବନ୍ଧକ ବନାଇଥାନ୍ତା ଆକ୍ରମଣକାରୀ: ଘରୋଇ ସହାୟକ
ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ବାଂଲାଦେଶୀ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ଗିରଫ ହୋଇଛି। ପୋଲିସ ଏହି ମାମଲାରେ ଅଧିକ ଛାନଭିନ୍ ଚଳାଇଛି।
ଏହାରି ମଧ୍ୟରେ ଜଣାପଡିଛି ଯେ ଉକ୍ତ ବାଂଲାଦେଶୀ ଜଣକ ସୈଫଙ୍କ ପୁଅ ଜେହକୁ ବନ୍ଧକ ବନାଇଥାନ୍ତା। ତେବେ ଗଣମାଧ୍ୟମରେ ପ୍ରକାଶିତ…