Latest Odisha News

BREAKING NEWS

Yearly Archives

2025

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ…

୧ ଲକ୍ଷ ୧୧ ହଜାର ଟଙ୍କାରେ ନିଲାମ ହେଲା ଲଢ଼େଇରେ ହାରିଯାଇଥିବା କୁକୁଡ଼ା

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ ବଡ଼ ଆକାରରେ ଆୟୋଜିତ ହୁଏ। ସମ୍ପ୍ରତିରେ କୁକୁଡା ଲଢେଇରେ ୧ କୋଟି ଟଙ୍କା ବାଜି ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ଯାହା ଖବରର ଶୀର୍ଷ ବିନ୍ଦୁ ପାଲଟିଥିଲା। ଏହି କୁକୁଡ଼ା ଲଢ଼େଇରେ ଦୁଇଟି କୁକୁଡ଼ାଙ୍କ ମଧ୍ୟରେ ୧ କୋଟି ଟଙ୍କାର ବାଜି…

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ମାମଲା: ସଞ୍ଜୟକୁ ଆଜୀବନ କାରାଦଣ୍ଡ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତ ସଞ୍ଜୟକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସିଆଲଦ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଅଭିଯୁକ୍ତ ସଞ୍ଜୟ ଜେଲରେ ରହିବ ଏବଂ ୫୦ ହଜାର ଜରିମାନା ଦେବ । ଏଥିସହିତ ପୀଡିତାଙ୍କ ପରିବାରକୁ ୧୭…

୨୦୦ ବର୍ଷ ପୁରୁଣା ପେଡେଣ୍ଡ, କାଞ୍ଚିପୁରମ୍ ଶାଢୀ; ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଚମକିଲେ ନୀତା ଅମ୍ବାନି

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ସାରା ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରସିଦ୍ଧ ବ୍ୟକ୍ତିମାନେ ୱାଶିଂଟନରେ ପହଞ୍ଚିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ…

୨୦୨୮ ସୁଦ୍ଧା ବଜାରକୁ ଆସିବ ଫ୍ଲାଇଙ୍ଗ୍ ଟ୍ୟାକ୍ସି

ନୂଆଦିଲ୍ଲୀ: ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅଟୋ ସେକ୍ଟର କମ୍ପାନୀଗୁଡିକ ଅନେକ କାର, ସ୍କୁଟର, ସୋଲାର ଇଭି ଲଞ୍ଚ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଏରୋସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ ସରଲା ଆଭିଏସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ​​। ଭାରତ ଏକ୍ସପୋରେ ଏହି କମ୍ପାନୀ ଏକ…

କାଲିଠୁ କମିବ ଶୀତ..

ଭୁବନେଶ୍ବର: କାଲିଠୁ କମିବ ଶୀତ । ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ…

ଏଣିକି ମାତ୍ର ୨୦ ଟଙ୍କାରେ ୪ ମାସ ପର୍ଯ୍ୟନ୍ତ ସିମ୍‌ ରଖିପାରିବେ ଆକ୍ଟିଭ୍‌

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମୋବାଇଲ୍ ବ୍ୟବହାରକାରୀ ଦୁଇଟି ସିମ୍ କାର୍ଡ ବ୍ୟବହାର କରନ୍ତି। ଜୁଲାଇ ୨୦୨୫ ଠାରୁ ରିଚାର୍ଜ ପ୍ଲାନଗୁଡ଼ିକ ମହଙ୍ଗା ହୋଇଯିବାରୁ, କେତେକ ସମୟରେ ଦୁଇଟି ନମ୍ବର ରିଚାର୍ଜ କରିବା ବହୁତ କଷ୍ଟକର ହୋଇପଡ଼େ। ଯଦିଓ ଆମେ ସିମ୍ କାର୍ଡ ବହୁତ ବ୍ୟବହାର କରୁ। ତଥାପି…

ଇନଷ୍ଟାଗ୍ରାମର ନୂଆ ପଦକ୍ଷେପ, ଏଣିକି ଅଧିକ ସମୟ ପର୍ଯ୍ୟନ୍ତ କରିପାରିବେ ରିଲ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଲୋକପ୍ରିୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏହାର ରିଲ୍ସ ଫିଚରରେ ଏକ ପ୍ରମୁଖ ଅପଡେଟ୍ ଜାରି କରିଛି। ଏବେ ଉପଭୋକ୍ତାମାନେ ୩ ମିନିଟ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ। ପୂର୍ବରୁ ଏହି ସୀମା ୯୦ ସେକେଣ୍ଡ ଥିଲା, ଯାହାକୁ ଦ୍ୱିଗୁଣିତ…

ବଢୁଛି ନବଙ୍କ ହତ୍ୟାକାଣ୍ଡ ଦ୍ବନ୍ଦ୍ବ: ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ରହିଛି ୨୩ର ସେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଉଠିଛି ପ୍ରଶ୍ନ । ଏବେ ଗଣମାଧ୍ୟମରେ ନବ…

ଆଉ ନାହିଁ ବିଜୁ ପକ୍କାଘର: ୨୪ରୁ ପିଏମ୍ ଆବାସ ସର୍ଭେ

ଭୁବନେଶ୍ବର: ଆଉ ନାହିଁ ବିଜ ପକ୍କାଘର । ଏଥର ପିଏମ୍ ଆବାସରେ ଘର ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର । ଯାହାକୁ ନେଇ ଆସନ୍ତା ୧୪ରେ ପିଏମ ଆବାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଏନେଇ ମନ୍ତ୍ରୀ କହିଛନ୍ତି, ଉଭୟ ଅଫଲାଇନ ଏବଂ ଅନଲାଇନରେ…