Latest Odisha News

BREAKING NEWS

Yearly Archives

2025

ନମକିନ୍ ପ୍ୟାକେଟରୁ ମିଳିଲା ଏମିତି ଜିନିଷ, ଯାହାକୁ ଖାଇ ହସ୍ପିଟାଲରେ ନାବାଳିକା

ଭୋପାଲ: କୁରକୁରେ, ଚିପ୍ସ, ଭୁଜିଆ ଆଦି ଖାଦ୍ୟ କାହାକୁ ବା ଖାଇବାକୁ ଭଲ ନ ଲାଗେ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏସବୁ ଖାଇବାର ସୌକିନ । ତେବେ ନିକଟରେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟର ଏକ ପ୍ରସିଦ୍ଧ କମ୍ପାନୀର…

ଅଯୋଧ୍ୟା ରାମ ମନ୍ଦିରକୁ ବର୍ଷେ, ଚତୁର୍ଦ୍ଦିଗ ରାମ ମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ତେବେ ଏହି ଅବସରରେ ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି। ଆଜି ଠାରୁ ଆସନ୍ତା ୧୩ ଜାନୁଆରୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ । ଦେଶର…

ହସ୍ ମନି ମାମଲା: ଇତିହାସରେ ଦଣ୍ଡିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ହସ୍ ମନି ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିନା ସର୍ତ୍ତରେ ଛାଡିଛନ୍ତି ମାନହଟ୍ଟନ କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ଵେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ନା ଜେଲ ଯିବେ…

ଜଙ୍ଗଲ ନିଆଁରେ ଜଳିଗଲା ୩୦୦ କୋଟିର ବିଳାସପୂର୍ଣ୍ଣ ପ୍ରାସାଦ 

କାଲିଫର୍ନିଆ: ଆମେରିକାର କାଲିଫର୍ନିଆର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ନିଆଁ ଅନେକ  ଆବାସିକ ଅଞ୍ଚଳକୁ ମଧ୍ଯ ବ୍ୟାପିବାରେ ଲାଗିଛି ଯେଉଁଥିରେ ହଲିଉଡ୍ ହିଲ୍ସ ମଧ୍ଯ ଅନ୍ତର୍ଭୁକ୍ତ ଅଛି। ତେବେ ଚିନ୍ତାର ବିଷୟ ହେଉଛି ଏଠାରେ  ଅନେକ ବଡ଼ ବଡ଼ ଷ୍ଟାର…

ଟ୍ଵିନ ସିଟିରେ ପ୍ରବଳ କୁହୁଡି, ଆସନ୍ତାକାଲିଠୁ ବଢିବ ତାପମାତ୍ରା

ଭୁବନେଶ୍ଵର: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ୧୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ସେପଟେ ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବଢିବ…

ପୁରୁଷଙ୍କ ପାଇଁ କମ୍ ବଜେଟ୍‌ରେ ଷ୍ଟାଇଲିସ୍ ଲୁକ୍‌..

ଭୁବନେଶ୍ବର: ମୁଖ୍ୟତଃ ମାର୍କଟରେ କମ୍ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବ୍ରାଣ୍ଡେଣ୍ଡ୍‌, ଷ୍ଟାଇଲିସ୍ ପୋଷାକ ମିଳିଥାଏ । କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଟିକେ ମହଙ୍ଗା ପଡେ । ତେବେ ପୁରୁଷମାନେବି ଚାହାନ୍ତି କମ୍ ବଜେଟ୍‌ରେ ଷ୍ଟାଇଲିସ୍ ଲୁକ୍ । ସେଥିପାଇଁ ଆପଣଙ୍କୁ ଚିନ୍ତା କରିବା…

ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ

ବାଲେଶ୍ବର: ବସ୍ତି ଉଚ୍ଛେଦ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଲାଗିବ ସାରା ରାତି କର୍ଫ୍ୟୁ । ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ଆଜି ଭୋର ୪ଟାରୁ ଆସନ୍ତା ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ସୂଚନା ଅନୁସାରେ, ରେଳ ଲାଇନ୍…

ଜାଣନ୍ତୁ ପୋଷାକର ରଙ୍ଗ ମନ ଉପରେ କ’ଣ ପ୍ରଭାବ ପକାଏ ..

ଭୁବନେଶ୍ବର:ପୋଷାକର ରଙ୍ଗ ବ୍ୟକ୍ତିର ପର୍ସନାଲିଟିକୁ ବଢେଇବା ସହ ଜୀବନରେ ଏହାର ଅନେକ ପ୍ରଭାବ ରହିଥାଏ । ସେଥିପାଇଁ ପୂଜା, ବିବାହ ଓ ଅନ୍ୟାନ କାର୍ଯ୍ୟକ୍ରମରେ ଭିନ୍ନଭିନ୍ନ ରଙ୍ଗର ପୋଷକ ପିନ୍ଧାବାକୁ କୁହାଯାଏ । କଳା :କଳା ରଙ୍ଗ ସମସ୍ତଙ୍କ ପର୍ସନାଲିଟିକୁ ମାନିଥାଏ । ଏହି ରଙ୍ଗର ପୋଷାକ…

ପୁଅ ସହ ସମୟ ବିତାଇବାକୁ ଆପଏଣ୍ଟମେଣ୍ଟ ନେବାକୁ ପଡେ: ଜାଭେଦ ଅଖତର

ମୁମ୍ବାଇ: ସିନେମା ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ହେଉଛନ୍ତି ଜାଭେଦ ଅଖତର। ନିକଟରେ ସେ ଆମେରିକା ଯାଇଥିବା ବେଳେ ତାଙ୍କୁ ପୁଅ ତଥା ଅଭିନେତା ଫରହାନ ଅଖତରଙ୍କ ବିଷୟରେ ପଚରା ଯାଇଥିଲା। ଯାହାକୁ ନେଇ ସେ କିଛି ରୋଚକ ତଥ୍ଯପ୍ରକାଶ କରିଥିଲେ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ଫରହାନଙ୍କୁ ଭେଟିବା…

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ, ସାଭରକର ଟିପ୍ପଣୀ ମାମଲାରେ ହୋଇଥିଲା ଏଫଆଇଆର

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ସାଭରକରଙ୍କ ଉପରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପୁଣେର ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ…