Latest Odisha News

BREAKING NEWS

Yearly Archives

2025

ଠକ ବଣ୍ଟି-ବବଲିଙ୍କ ଘରେ ଆୟକର ବିଭାଗର ଚଢାଉ

ଭୁବନେଶ୍ଵର: ବଣ୍ଟି-ବବଲିଙ୍କ ଘରେ ଆୟକର ବିଭାଗ। ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ଚଢାଉ । ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ । ଘର ଓ ଅଫିସରେ ଚଢ଼ାଉ କରୁଛି । ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍‌ର ଖୋଳତାଡ଼ କରୁଛି ବିଭାଗ । ବିନା ଲୋନ୍‌ରେ ଦାମୀ କାର୍‌…

ସତ ବଖାଣିବ ଅଭିଯୁକ୍ତ, ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ସମ୍ବଲପୁର: ସତ ବଖାଣିବ ଅଭିଯୁକ୍ତ । ନିଜେ ମାରିଛି ନା ହତ୍ୟା ପଛରେ ଆଉ କାହା ହାତ ଅଛି ତା’ ଉପରୁ ଉଠିବ ପରଦା । ସମ୍ବଲପୁର ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ…

ଘାରିଲା ଏଚଏମପିଭି ଭାଇରସ୍‌ ଚିନ୍ତା, କର୍ଣ୍ଣାଟକକୁ ଫେରିଲା ମାସ୍କ

ନୂଆଦିଲ୍ଲୀ: ପୁଣି ଦେଶକୁ ଘାରିଲା ଭାଇରସ୍ ଚିନ୍ତା। ଭାରତର ୫ ରାଜ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା। ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ ଚାଲିଛି। ଚାଇନାରେ HMPV ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର…

ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। କେବେ ପଡ଼ିବ ଭୋଟ୍‌, ଆଉ କେବେ ବାହାରିବ ନିର୍ବାଚନ ଫଳାଫଳ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ତେବେ ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍ କରି ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରିବେ। ଗୋଟିଏ…

ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ, ପଡିଲା ହଜାର ହଜାର ପଶୁ ବଳି

ବଲାଙ୍ଗୀର: ଆରମ୍ଭ ହୋଇଛି ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା । ରକ୍ତରଞ୍ଜିତ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ସେପଟେ…

ସକାଳୁ ସକାଳୁ ଥରିଲା ତିବ୍ଦତ-ନେପାଳ, ପ୍ରଭାବରେ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ । ତିବ୍ଦତ-ନେପାଳ ସୀମାରେ ଜୋରଦାର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧ । ୭.୧ ତୀବ୍ରତା ଭୂକମ୍ପରେ ଥରିଲା ନେପାଳ । ସେହିପରି ୬.୮ ତୀବ୍ରତାରେ ଥରିଲା ତିବ୍ଦତ । ତେବେ ନେପାଳ, ଚୀନ୍ ସହ ଉତ୍ତର ଭାରତର କିଛି…

ବଢିଲା ଓପିଏସସିର ପରୀକ୍ଷାଜୋନ ସଂଖ୍ୟା, ଜୟପୁରରେ ହେବ ନୂତନ ଜୋନ୍

ଭୁବନେଶ୍ଵର: ଜୟପୁରରେ ହେବ ଓପିଏସସିର ନୂଆ ପରୀକ୍ଷା ଜୋନ୍‌ । ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌। ନୂଆ ପରୀକ୍ଷା ଜୋନ୍ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ଓପିଏସସିର ୫ଟି ପରୀକ୍ଷା ଜୋନ୍ ଅଛି । ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଏବଂ ସମ୍ବଲପୁର ।…

ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦ ସମେତ ଲିବରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇଛନ୍ତି ଟ୍ରୁଡୋ । ଇସ୍ତଫା ପରେ ନିଜକୁ ଲିବରାଲ ଫାଇଟର ଭୋଲି କହିଛନ୍ତି ଟ୍ରୁଡୋ । ତେବେ…

ମହୁ, ଆଳୁ ପରି ଏହି ଜିନିଷ ଗୁଡିକ ଫ୍ରିଜରେ ରଖିବା ମନା..

ଭୁବନେଶ୍ବର: ଖାଦ୍ୟ ସାମଗ୍ରୀକୁ ସତେଜ ଏବଂ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହୃତ ହୁଏ । ଭାରତୀୟ ଘରେ  ପ୍ରାୟ ସବୁ ଖାଦ୍ୟ ସାମଗ୍ରୀ ଫ୍ରିଜରେ  ରଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଫ୍ରିଜରେ ରଖିବା ଠିକ୍ ନୁହେଁ? କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖାଗଲେ…

ମହାବିନାୟକ: ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଞ୍ଚଦେବତା

ଯାଜପୁର: ମହାବିନାୟକ ମନ୍ଦିର ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୁରାତନ ମନ୍ଦିର । ଏଠାରେ ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଞ୍ଚ ଦେବତା । ଗଣେଷ, ଭାସ୍କର,ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ଅବସ୍ଥିତ ।…