Latest Odisha News

BREAKING NEWS

Yearly Archives

2025

ପର୍ଯ୍ୟାପ୍ତ ପରିମାଣର ସାର ଆଗୁଆ ମହଜୁଦ ରଖିବାକୁ ସାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ…

ଭୁବନେଶ୍ଵର: ଖରିଫ ଋତୁ ଆରମ୍ଭ ହୋଇସାରିଛି l ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି l କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର…

ଥାନା ସମ୍ମୁଖରେ ବିଷ ପିଇଲେ ମହିଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପରିସରରେ ସୋମବାର ଦିନ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ପଠାଯାଇଥିଲା। ସୂଚନା ଅନୁଯାୟୀ, ମହିଳା ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଗତ…

୨୩ବର୍ଷ ପରେ ଭାରତରେ ଆୟୋଜନ ହେବ ବିଶ୍ୱକପ୍…

ନୂଆଦିଲ୍ଲୀ:୨୩ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ଦେଶକୁ ପୁଣି ଥରେ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ ମିଳିଛି। ଭାରତ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ କରିବ । ଅକ୍ଟୋବର ୩୦ରୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ୨୦୨୫ ଚେସ୍ ବିଶ୍ୱକପ୍‌ରେ ୨୦୬ ଜଣ ଖେଳାଳି ନକଆଉଟ୍…

ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ନିମନ୍ତେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଟିମ୍

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧିନରେ ଆଜି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ…

ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ଜାତୀୟ ରାଜପଥ-୩୧୬ରେ ସୋମବାର ଦିନ ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସ୍ୱୟମ୍ ଶୁଭମ୍ ସେନାପତି (୨୦ ବର୍ଷ)। ସେ ପୁରୀର ଏସସିଏସ କଲେଜର କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ର ଥିଲେ।…

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି;ଛତିଶଗଡ଼ ସଂଯୋଗ ରାସ୍ତା ହେଲା ସିଲ୍‌

ଝାରସୁଗୁଡ଼ା:ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ NH ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ହୋଇଛି । ଖବରମୁତାବକ, ଦିନ ପ୍ରାୟ ୨ଟାବେଳେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ଉତ୍କଳ ଗ୍ରାମୀଣ…

ଟିମ ଇଣ୍ଡିଆକୁ ବଡ ଆଶ୍ୱସ୍ତି, ଖେଳିବେ ଏହି ଷ୍ଟାର ବୋଲର

ଓଲ୍ଡ ଟ୍ରାଫେଡ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ଜୁଲାଇ ୨୩ରୁ ଓଲ୍ଡ ଟ୍ରାଫେଡରେ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଲର୍ଡସ ଟେଷ୍ଟ ପରେ ଟିମ ଇଣ୍ଡିଆ ଖେଳାଳିଙ୍କ ଆଘାତ ସମସ୍ୟା ନେଇ ଅଡୁଆରେ ପଡିଛି । ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶଦୀପ…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଶପଥ ଗ୍ରହଣ 

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସୋମବାର ଦିନ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଜଷ୍ଟିସ…

ଶେଷରେ କେରଳ ଛାଡିବ F-35 ଲଢ଼ୁଆ ବିମାନ! ୩୭ ଦିନ ପରେ ପରୀକ୍ଷଣ ଉଡ଼ାଣ ପାଇଁ ପ୍ରସ୍ତୁତ

କେରଳ: ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୭ ଦିନ ଧରି ଫସି ରହିଥିବା ବ୍ରିଟିଶ ରୟାଲ ନୌସେନାର F-35B ଲଢ଼ୁଆ ବିମାନ ଏବେ ଉଡ଼ିବା ପାଇଁ ପ୍ରସ୍ତୁତ। ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହା ପରେ, ଏହାକୁ ମରାମତି…

ଭାରତୀୟ ସେନାକୁ ମିଳିବ ‘ଉଡ଼ନ୍ତା ସାଥୀ’: ଆସୁଛି CATS ଯୋଦ୍ଧା, ବିନା ପାଇଲଟରେ ହେବ ମିଶନ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) CATS ୱାରିଅର ନାମକ ଏକ ସ୍ୱତନ୍ତ୍ର ଡ୍ରୋନ ବିକଶିତ କରିଛି, ଯାହା ଏକ ମାନବହୀନ ଯୁଦ୍ଧ ବିମାନ (UCAV)। ସୂତ୍ର ଅନୁସାରେ, ଏହା ଖୁବ୍ ଶୀଘ୍ର ଏହାର ପ୍ରଥମ କମ୍-ସ୍ପିଡ୍ ଟ୍ୟାକ୍ସି ପରୀକ୍ଷଣ ପାଇଁ ପ୍ରସ୍ତୁତ। CATS ୱାରିଅରକୁ ଏପରି…