Latest Odisha News

BREAKING NEWS

Yearly Archives

2025

ଏଣିକି ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍; କେବଳ ଗାଡ଼ିରେ ମିଳିବ…

ଭୁବନେଶ୍ବର: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ ଓ ଡିଜେଲ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ । ଏହି…

ଘରର ପୂର୍ବ ଦିଗରେ ଲୁଚି ରହିଛି ଧନର ରହସ୍ୟ, ଏଠାରେ ରଖନ୍ତୁ ଏହି ୫ ଜିନିଷ!

ଭୁବନେଶ୍ବର:ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗକୁ ସୂର୍ଯ୍ୟ ଦେବଙ୍କ ଦିଗ ବୋଲି ବିବେଚନା କରାଯାଏ । ଯାହା ଉର୍ଜ୍ଜା, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ପ୍ରତୀକ। ଯଦି ଆପଣ ଶୀଘ୍ର ଧନବାନ୍ ହେବାକୁ ଚାହାଁନ୍ତି ଏବଂ ଜୀବନରେ ପ୍ରଗତି ଆଣିବାକୁ ଚାହାଁନ୍ତି, ତେବେ କିଛି ଜିନିଷ ପୂର୍ବ ଦିଗରେ…

ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ

ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା…

ଶ୍ରୀ ଭାଗବତ ସାର ୧୦୪: ସାଧୁ ସନ୍ଥଙ୍କ ମେଳରେ ରହି ଭାଗବତ ଚର୍ଚ୍ଚା ଶୁଣିବା ଅତ୍ୟନ୍ତ ଶୁଭଙ୍କର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଓ ଶ୍ରବଣ କରିବାର ଉପଯୁକ୍ତ ସ୍ଥାନ ଓ ନିୟମ ଵିଷୟରେ ବୁଝାଇବାକୁ ଯାଇ ଶ୍ରୀସୂତ କହିଲେ "କୌଣସି ଏକ ପୁଣ୍ୟ ତୀର୍ଥ କ୍ଷେତ୍ରରେ କୃଷ୍ଣକଥା ଲୋଲୁପି ସାଧୁ ସନ୍ଥଙ୍କ ଗହଣରେ ବାସ କରି ସେହି ମାନଙ୍କ ସେବାରେ…

ଚୁଟକିରେ ଆପଣଙ୍କ AI ଫୋଟୋ ବନାଇଦେବ ଇନଷ୍ଟାଗ୍ରାମ, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ: ମେଟା AI ଭାରତରେ ତା’ର ନୂଆ ଫିଚର ‘ଇମାଜିନ ମି’ ଲଞ୍ଚ କରିଛି, ଯାହା ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକ ମେସେଞ୍ଜରରେ ଉପଲବ୍ଧ ହେବ। ଏହି ଫିଚର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଆପଣଙ୍କ ଫୋଟୋକୁ ବିଭିନ୍ନ ସେଟିଂ ଓ ଷ୍ଟାଇଲରେ ବଦଳାଇବାର ସୁବିଧା ଦେଇଥାଏ।…

ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖବର, ଡାକ୍ତର କହିଲେ ଆଉ ମାତ୍ର ଏତିକି ଦିନ….

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଚର୍ଚ୍ଚିତ ନେତାଙ୍କ ମଧ୍ୟରୁ ଅନ୍ୟତମ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵାସ୍ଥ୍ୟକୁ ନେଇ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଟ୍ରମ୍ପଙ୍କୁ ଆଖିରି କ’ଣ ହୋଇଛି? ତାଙ୍କ ରୋଗ କେତେ ଗମ୍ଭୀର ଓ…

ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ; ୨ ଜୀଅନ୍ତା ଶାବକ ଉଦ୍ଧାର, ୧୧ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ସ୍ୱାଭିମାନ ଅଞ୍ଚଳରୁ ୪୨ କିଲୋ ବାରହା ମାଂସ ଜବତ ହୋଇଛି ଏହା ସହ ୨ଟି ଜୀଅନ୍ତା ବାରହା ଶାବକ ଉଦ୍ଧାର ହୋଇଛନ୍ତି । ଏହା ସହ ଏହି ଘଟଣାରେ ଏଗାର ଜଣକୁ ଗିରଫ କରିଛି ବନ ବିଭାଗ । ଏହା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର…

ଏହି ପୋଷ୍ଟାଲ ସ୍କିମ୍‌ରେ ଡବଲ ହେବ ଟଙ୍କା, ପ୍ରତି ମାସ ପାଆନ୍ତୁ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ କେବଳ ଚିଠି ପଠାଇବା କିମ୍ବା ପାଇବା ପାଇଁ ନୁହେଁ, ଏହା ଏକ ଏମିତି ଆର୍ଥିକ ପ୍ରତିଷ୍ଠାନ, ଯେଉଁଠାରେ ଆପଣଙ୍କ ସଞ୍ଚୟ ନିରାପଦ ରହିବା ସହ ନିୟମିତ ଆୟର ସୁଯୋଗ ମଧ୍ୟ ପ୍ରଦାନ କରେ। ଏହା ମଧ୍ୟରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) ହେଉଛି ଏକ ଏମିତି ଯୋଜନା, ଯାହା…

ନାଇଜରରେ ୨ ଭାରତୀୟଙ୍କୁ ହତ୍ୟା ସହ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ନିଆମୀ: ଦକ୍ଷିଣ-ପଶ୍ଚିମ ନାଇଜରରେ ଏକ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅପହରଣ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି । ନାଇଜରର ଡୋସୋ ଅଞ୍ଚଳରେ ୧୫ ଜୁଲାଇରେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ…

ଭାଙ୍ଗିଗଲାକି ଯଶ୍ମିନ ୱାଲିୟା ଓ ହାର୍ଦ୍ଦିକଙ୍କ ପ୍ରେମ ସମ୍ପର୍କ

ମୁମ୍ବାଇ: ନତାଶା ଷ୍ଟାନକୋଭିଚଙ୍କ ସହ ବିବାହ ବିଚ୍ଛେଦ ଘଟିବା ପରେ ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକୁଟିଆ ପଡି ଯାଇଥିଲେ । ଏହା ପରେ ଭାରତୀୟ ବଂଶୋଦ୍ଭବ ଗାୟିକା ଯଶ୍ମିନ ୱାଲିୟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅବଶ୍ୟ ସେମାନେ ଏହି ସମ୍ପର୍କ ନେଇ…