କପିଲ ଶର୍ମା ଶୋ ଅଧାରୁ କାହିଁକି ପଳାଇଲେ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା
ମୁମ୍ବାଇ: କପିଲ ଶର୍ମା ବର୍ତ୍ତମାନ୍ ନିଜର କମେଡି ଶୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ୍ ସେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ତୃତୀୟ ସିଜିନ୍ ର ସୁଟିଂ ଆରମ୍ଭ କରିସାରିଛନ୍ତି। ତାଙ୍କ ଶୋକୁ ଅନେକ ସେଲେବ୍ରିଟୀ ମଧ୍ୟ ଆସୁଛନ୍ତି।
ନିକଟରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା…