ଆଜି ବାଲେଶ୍ୱର ବନ୍ଦ ଡାକରା; ସେପଟେ, ଲୋକସେବା ଭବନ ଘେରିବ ବିଜେଡି
ବାଲେଶ୍ବର: ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ ପାଳନ । ଏଫଏମ୍ ସ୍ୱୟଂଶାସିତ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବୁଧବାର ସମଗ୍ର ବାଲେଶ୍ୱର ଜିଲ୍ଲାରେ ବନ୍ଦ ପାଳନ ।
ଏହି ସମୟରେ ଦୋକାନ ବଜାର,…