ସ୍ୱର୍ଣ୍ଣ ମନ୍ଦିରକୁ ବୋମା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିରୋମଣି କମିଟି ସଚିବ
ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ପୁଣି ଥରେ ଶ୍ରୀ ହରି ମନ୍ଦିର ସାହିବକୁ RDX ରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ବେଳେ ସୋମବାର ମଧ୍ୟ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା।
ଏନେଇ ସିପି ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ ଏହି ଘଟଣାର…