Latest Odisha News

BREAKING NEWS

Yearly Archives

2025

ବିମାନ ଦୁର୍ଘଟଣାରେ ପୂର୍ବରୁ ପ୍ରାଣ ହରେଇଛନ୍ତି ଅନେକ ନେତା ଓ ପଦାଧିକାରୀ…

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିଲା । ଏହି ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ କେବଳ ଜଣେ ବଞ୍ଚି ଯାଇଥିଲେ । ତଥାପି, ବିଜୟ ରୂପାନୀ ପ୍ରଥମ ନେତା ନୁହଁନ୍ତି ଯିଏ…

କେରଳରେ ଜରୁରୀକାଳୀନ ଅବତରଣ କଲା ବ୍ରିଟିଶ ଫାଇଟର ଜେଟ୍ 

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମରେ ଶନିବାର ଏକ ବ୍ରିଟିଶ ଲଢ଼ୁଆ ବିମାନ ଜରୁରୀକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, ଏହି ଲଢ଼ୁଆ ବିମାନ ଇନ୍ଧନ ଅଭାବରୁ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। କମ ଇନ୍ଧନ ଯୋଗୁଁ ଶନିବାର ରାତି ପ୍ରାୟ ୯.୩୦ ସମୟରେ ବ୍ରିଟିଶ F-35 ଲଢ଼ୁଆ ବିମାନକୁ…

କେନ୍ଦ୍ରୀୟ ଡେପୁଟେସନରେ ଯାଇପାରନ୍ତି ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ କୁମାର ଏବଂ ରେଖା ଲୋହାନିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସ୍ତରରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ତାଲିକାଭୁକ୍ତ କରାଯାଇଛି। ଏହି ଦୁଇ ଅଧିକାରୀ ୧୯୯୭ ବ୍ୟାଚର ଆଇପିଏସ ଅଫିସର। ସେମାନଙ୍କ ନାମକୁ କ୍ୟାବିନେଟର…

ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, ‘ପୁରା ଶକ୍ତି ସହ ଜବାବ ଦେବ ଆମେରିକା’……

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣରେ ଆମେରିକାର କୌଣସି ଭୂମିକା ନାହିଁ। ଯଦି ଇରାନ…

ଚଳିତ ବର୍ଷ ସମସ୍ତ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଦେଶ ପାଳିବ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ।…

ହେଲିକପ୍ଟର ଦୁର୍ଘଟଣା ପରେ ବଡ଼ ନିଷ୍ପତ୍ତି; ଚାରିଧାମରେ ​ନିଷେଧ ହେଲା ​ହେଲିକପ୍ଟର ସେବା

ଡେରାଡୁନ: ଆଜି ସକାଳେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ, ଚାରିଧାମ ଯାତ୍ରା ସମୟରେ ଉପଲବ୍ଧ ହେଲିକପ୍ଟର ସେବାକୁ ନିଷିଦ୍ଧ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ UKADA ଏବଂ DGCA ଏହି…

ଇରାନ-ଇସ୍ରାଏଲ ସଂଘର୍ଷ…. ଯଦି ଯୁଦ୍ଧ ହୁଏ, କିଏ କାହା ଉପରେ ଭାରି ପଡିବ?

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଶନିବାର ରାତିରେ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏଥିରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଏବଂ ପରମାଣୁ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଇରାନକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଇସ୍ରାଏଲର ଆକ୍ରମଣ ପରେ…

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ । ଯାହାର ପ୍ରଭାବରେ ଆଜିଠୁ ମୌସୁମୀ ଜନିତ ବର୍ଷାର ପରିମାଣ ବଢିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିଥିବା…

ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ ଫିଲ୍ଡ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ତେହେରାନବି ଦେଲା ବାଲିଷ୍ଟିକ୍…

ନୂଆଦିଲ୍ଲୀ: ଶନିବାର ପୁଣି ଇସ୍ରାଏଲ ଇରାନର ତୈଳ ଭିତ୍ତିଭୂମି ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନର ପରମାଣୁ ପ୍ରକଳ୍ପ ଏବଂ ଗ୍ୟାସ କ୍ଷେତ୍ର ଉପରେ ଇସ୍ରାଏଲର ବଡ଼ ଆକ୍ରମଣ କରିଥିବା ବେଳେ ତେହେରାନ ମଧ୍ୟ ଜବାବି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତକାଲି ରାତିରେ ତେଲ ଅଭିଭ ଏବଂ…

ଯାଜପୁର ହଇଜା ସ୍ଥିତି ଗୁରୁତର; ଆଉ ୨ ମୃତ, ଆଜି ଆସିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ କୌଣସି ସୁଧାର ଆସୁନି । ପୁଣି ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ବୋଲି ଜଣାପଡିଛି । ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ…