ଭଦ୍ରକରେ ସୁଧୁରୁଛି ସ୍ଥିତି, ୩୬ ଘଣ୍ଟା ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା
ଭଦ୍ରକ: ଧିରେ ଧିରେ ସୁଧୁରୁଛି ଭଦ୍ରକ ସ୍ଥିତି । ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଜିଲ୍ଲାର ତିହିଡି ଥାନା ଅଧିନସ୍ଥ କଷଟି ଗ୍ରାମରେ ଗୋଷ୍ଠୀ ସଂଘର୍ଷ କାରଣରୁ ଉପୁଜିଥିବା ଉତେଜନା ସ୍ଥିତି କାରଣରୁ ସୋସିଆଲ ମିଡିଆ ଦ୍ବାରା କାଳେ କିଛି ସମସ୍ୟା ଉପୁଜିବ…