ସମୁଦ୍ର ମଝିରେ ଜାହାଜରେ ବିସ୍ଫୋରଣ ; ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
କେରଳ: କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ। କଲମ୍ବୋରୁ ମୁମ୍ବାଇର ନହାଭା ଶେଭା ଯାଉଥିବା କଣ୍ଟେନର ଜାହାଜ MV WAN HAI 503ରେ ବିସ୍ଫୋରଣ ହୋଇଛି । ୪ ଜଣ କ୍ରୁ ନିଖୋଜ ଏବଂ୫ ଜଣ କ୍ରୁ ଆହତ ହୋଇଥିବା ରିପୋର୍ଟ କରାଯାଇଛି । ସିଙ୍ଗାପୁର ପତାକା ଲାଗିଥିବା ଏହି ଜାହାଜରେ ମୋଟ ୨୨ ଜଣ କ୍ରୁ…