Latest Odisha News

BREAKING NEWS

Yearly Archives

2025

ଏହା ମୁଣ୍ଡବିନ୍ଧା ନୁହେଁ, ଏହା କର୍କଟ ରୋଗ… ଜଳବାୟୁ ବିଷୟରେ ଏପରି ମନ୍ତବ୍ୟ ଦେଲେ ଆଚାର୍ଯ୍ୟ ପ୍ରଶାନ୍ତ

ନୂଆଦିଲ୍ଲୀ: ଫିଲୋସୋଫର (ଦାର୍ଶନିକ), ଜଳବାୟୁ କର୍ମୀ ଏବଂ ଲେଖକ ଆଚାର୍ଯ୍ୟ ପ୍ରଶାନ୍ତ ଦେଶବ୍ୟାପୀ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିଥିଲେ। ବିଶ୍ୱ ପରିବେଶ ଦିବସ (ଜୁନ୍ ୫) ଅବସରରେ ଗ୍ରୀନ୍ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଆଚାର୍ଯ୍ୟଙ୍କୁ 'ସବୁଠାରୁ ପ୍ରଭାବଶାଳୀ ପରିବେଶବାଦୀ'…

କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । ପୁଣି କମିଲା ସୁନା ଦର । ଜୁନ୍ ୯ ତାରିଖ ଅର୍ଥାତ୍ ସୋମବାର ସୁନା ଦରରେ ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ଗତକାଲି ୯୭ ହଜାର ୯୭୦ ଟଙ୍କା ଥିବାବେଳେ ଆଜି ତାହା ହ୍ରାସ ପାଇ ୯୭ ହଜାର ୬୯୦ ଟଙ୍କା ରହିଛି । ତେବେ ଏଥିରେ ମୋଟ…

ପୁରୀ ବଡଦାଣ୍ଡ ଯାଏଁ ମାଗଣାରେ ଯିବେ ଯାତ୍ରୀ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି…

କୋଭିଡ ଲକ୍ଷଣ ଥିଲେ ରଥଯାତ୍ରା ଠାରୁ ଦୁରେଇ ରୁହନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ…

‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୩’ ରେ ଅର୍ଚ୍ଚନାଙ୍କ ସହ ନଜର ଆସିବେ କି ସିଦ୍ଧୁ? ନେଟଫ୍ଲିକ୍ସ ଦେଲା…

ମୁମ୍ବାଇ: ନେଟଫ୍ଲିକ୍ସ ପ୍ରଶଂସକମାନଙ୍କୁ ଏକ ବଡ଼ ସର୍ପ୍ରାଇଜ୍ ପ୍ରଦାନ କରିଛି। ଏବେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍-୩' ଘୋଷଣା କରାଯାଇଛି। ନେଟଫ୍ଲିକ୍ସ ଏକ ଭିଡିଓ ଜାରି କରି କପିଲ ଶର୍ମାଙ୍କ ଶୋ ବିଷୟରେ ମଜାଦାର କଥା ଘୋଷଣା କରିଛି। ଏଥର ଜଜ୍‌ଙ୍କ ସିଂହାସନରେ ଅର୍ଚ୍ଚନା ପୁରନ…

ଘରୋଇ ସିରିଜର ଭେନ୍ୟୁ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ ଆନ୍ତର୍ଜାତୀୟ ଘରୋଇ ସିରିଜରେ କେତେକ ଭେନ୍ୟୁରେ ପରିବର୍ତନ କରିଛି । ଟିମ ଇଣ୍ଡିଆ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ । ପ୍ରଥମେ ଭାରତ ୨ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ…

ଶ୍ରୀମନ୍ଦିର ପାଇଁ କରିଛନ୍ତି କେତେ?

ଭୁବନେଶ୍ବର: ଗତ ନିର୍ବାଚନରେ ବିଜେପି ପାଇଁ ଶ୍ରୀମନ୍ଦିରରୁ ଖୋଲିଥିଲା ବିଜୟର ଦ୍ବାର । ଶ୍ରୀମନ୍ଦିର ପରିକ୍ରମାରୁ ଶ୍ରେୟ ନେବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ୍ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି…

ନିର୍ମାଣ ହେବ ଅତ୍ୟାଧୁନିକ ଆଡଭୋକେଟ୍ ଏକାଡେମୀ, ମିଳିବ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ। ବିଧାନସଭା, ସଂସଦରେ ପ୍ରତିନିଧିତ୍ୱ କରନ୍ତୁ ଆଇନଜୀବୀ। ଆଇନ ସମ୍ପର୍କରେ ଜ୍ଞାନ ଥିବା ବ୍ୟକ୍ତିମାନେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ କରିବା ପାଇଁ ଆଗ୍ରହୀ ହେଉନାହାଁନ୍ତି। ଏବେ ସମୟ ଆସିଛି, ଆଇନଜୀବୀମାନେ ବ୍ୟବସ୍ଥାପିକାରେ…

ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର

ନୂଆଦିଲ୍ଲୀ: ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର । ପତି, ପତ୍ନୀ ଓ ହତ୍ୟା ଷଡ଼ଯନ୍ତ୍ର । ୫ବର୍ଷ ସାନ ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା ସୁପାରୀ । ମେଘାଳୟରେ ଇନ୍ଦୋରର ନବବିବାହିତ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ସ୍ତ୍ରୀ ସୋନମ ଦେଇଥିଲେ ହତ୍ୟା ପାଇଁ ସୁପାରୀ…

ଏହି ରୋଗରେ ପୀଡିତା ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍….ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍ । ହସ୍ପିଟାଲ ବେଡରେ ଫଟୋ ଭାଇରାଲ ହେବା ପରେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। କହିଲେ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି? ତେବେ ଗତକାଲି ବିଗ୍ ବସ୍ ଓଟିଟି ୩ ବିଜେତା ତଥା ଅଭିନେତ୍ରୀ ସନା ମକବୁଲ…