WhatsApp: ହ୍ୱାଟସ୍ଆପ୍ରେ ଆସୁଛି ଏହି ‘ସସପେନ୍ସ’ ଫିଚର
ନୂଆଦିଲ୍ଲୀ: ଆପଣ କେବେ ଏମିତି ପରିସ୍ଥିତିରେ ପଡ଼ିଛନ୍ତି କି, ଯେଉଁଠି ଆପଣ କୌଣସି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି କିନ୍ତୁ ଆପଣଙ୍କ ସାଙ୍ଗ ହ୍ୱାଟସ୍ଆପ୍ ଗ୍ରୁପ୍ରେ ସେହି ଫିଲ୍ମର କାହାଣୀ କହି ସସ୍ପେନ୍ସ ଉପରୁ ପରଦା ହଟେଇ ଦେଉଛନ୍ତି? କିମ୍ବା ଲାଇଭ୍ ମ୍ୟାଚ୍ ଚାଲିଥିବା ବେଳେ କେହି ଜଣେ…