Supreme Court-Banned NCERT Textbook: “କେହି ବି ବର୍ତ୍ତିବେ ନାହିଁ”, NCERT କୁ ସୁପ୍ରିମକୋର୍ଟଙ୍କ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି NCERT ଏବଂ ଶିକ୍ଷା ମନ୍ତ୍ରଣାଳୟ ଉପରେ ପ୍ରବଳ ବର୍ଷିଛନ୍ତି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଭଳି ବିଷୟବସ୍ତୁ ସାମିଲ କରିବା ଘଟଣାରେ କୋର୍ଟ କହିଛନ୍ତି- "କେହି ବି ବର୍ତ୍ତିବେ ନାହିଁ"। ମୁଖ୍ୟ ବିଚାରପତିଙ୍କ କଡ଼ା…