US To Invest Pak’s Mine Gold: ପାକିସ୍ତାନ ଉପରେ ଟ୍ରମ୍ପଙ୍କ ଲୋଲୁପ ଦୃଷ୍ଟି!
ନୂଆଦିଲ୍ଲୀ: ଭେନେଜୁଏଲା, ଗ୍ରୀନଲାଣ୍ଡ ଏବେ ପାକିସ୍ତାନ
ବଢ଼ି ଚାଲିଛି ଟ୍ରମ୍ପଙ୍କ ଲୋଭ
ଏବେ କାଙ୍ଗାଳ ପାକିସ୍ତାନକୁ ଟଙ୍କା ଦେଇ
ବନିବେ ଦେଶର ଖଣିଜ ରାଜା
ଭେନେଜୁଏଲାର ତୈଳ ସଂରକ୍ଷଣ ଏବଂ ଗ୍ରୀନଲ୍ୟାଣ୍ଡର ଖଣିଜ ପଦାର୍ଥ ପରେ, ଟ୍ରମ୍ପଙ୍କ ନଜର ପାକିସ୍ତାନର ସର୍ବବୃହତ ସୁନା ସଂରକ୍ଷଣ…