ଆରବ ସାଗରରେ ସେନା ମୁତୟନ କଲା ଆମେରିକା, ଇରାନ ସହିତ ପରମାଣୁ ଚୁକ୍ତି ବିଫଳ ହେଲେ ବିନାଶ ଘଟିବ?
ମସ୍କଟ: ଆଜି ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ଶୁକ୍ରବାର ଓମାନର ରାଜଧାନୀ ମସ୍କଟରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି, ଯଦିଓ ଆଲୋଚନାର ଏଜେଣ୍ଡାକୁ ନେଇ ମତଭେଦ ଏବେ ବି ରହିଛି । ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା…