Latest Odisha News

BREAKING NEWS

Yearly Archives

2026

ଟି୨୦ ବିଶ୍ୱକପ : ଅଭିଷେକଙ୍କ ସହ ଓପିନଂ କରିବେ ଈଶାନ, ସଂଜୁ ବସିବେ ବେଂଚରେ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟି୨୦ ବିଶ୍ୱକପ ଟାଇଟଲ ବଜାୟ ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବ । ବର୍ତମାନର ଫର୍ମ ବିଚାରକୁ ନେଲେ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଟାଇଟଲ ଫେଭରାଇଟ ରହିଛି । ଦଳରେ ଲମ୍ବା ବ୍ୟାଟିଂ ଲାଇନ ଅପ ଏବଂ ଶକ୍ତିଶାଳୀ ବୋଲିଂ ବିଭାଗ ରହିଛି । ବିଶ୍ୱକପରେ…

Baloch Rebels Have US Weapons: ପାକିସ୍ତାନ ସେନା ପାଖରେ ନାହିଁ ଅସ୍ତ୍ର;ବିଦ୍ରୋହୀଙ୍କ ହାତରେ ଅତ୍ୟାଧୁନିକ ହତିଆର…

ନୂଆଦିଲ୍ଲୀ: ପାକିସ୍ତାନ ସେନାର ଅସଲ ମୁଖା ଖୋଲିଯାଇଛି। ନିଜକୁ ଶକ୍ତିଶାଳୀ ବୋଲି ଦାବି କରୁଥିବା ପାକ୍ ସେନା ଏବେ ବଲୋଚ୍ ବିଦ୍ରୋହୀଙ୍କ ଆଗରେ ଆଣ୍ଠୁ ମାଡ଼ିଛି। ନିଜେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସଂସଦରେ ଏହି ସାଂଘାତିକ ସତ୍ୟକୁ ସ୍ୱୀକାର କରିଛନ୍ତି । ପାକିସ୍ତାନ…

ଡନ ୩, କ୍ରିଶ ୪ରେ ହେବକି ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତନ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କାର ଚୋପ୍ରାଙ୍କ ଏକ ସାକ୍ଷାତକାର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ସାକ୍ଷାତକାରରେ ଡନ ୩ ଓ କ୍ରିଶ ୪ ଫିଲ୍ମରେ ସେ ଅଭିନୟ କରିବେ କି ନାହିଁ ତାର ସୂଚନା ମଧ୍ୟ ମିଳିଛି । ତାଙ୍କୁ ଯେତେବେଳେ ଏହା ସମ୍ପର୍କରେ ପଚରାଗଲା ସେ ହସି କରି କହିଥିଲେ, ମୁଁ ଏହି…

ରାଜ୍ୟରେ ସାଙ୍ଘାତିକ ଭାବେ ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, ଏହି ଜିଲ୍ଲାରେ ସର୍ବାଧିକ..

ଭୁବନେଶ୍ଵର: ଦିନକୁ ଦିନ କ୍ୟାନସର ହଟ ସ୍ପଟ ବନୁଛି ଓଡିଶା । ବିଶ୍ଵ କ୍ୟାନ୍ସର ଦିବସରେ ଓଡିଶାକୁ ନେଇ ଆସିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ । ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି । ୨୦୨୫-୨୬ ଜାନୁଆରୀ…

ମନୋଜ ବାଜପେୟୀଙ୍କ ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ଘୁସଖୋର୍ ପଣ୍ଡିତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ନୀରଜ ପାଣ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହାର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛନ୍ତି। ରିଲିଜ୍…

ଓଡ଼ିଶା ପୋଲିସର ଅପରେସନ ଅନ୍ଵେଷଣ-୨, ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ…

Caravan Tourism: ବିଳାସପୂର୍ଣ୍ଣ କାରାଭାନ୍‌ର ଶୁଭାରମ୍ଭ; କାରାଭାନ୍‌ ଟୁରିଜିମ୍‌ ଯୁବ ପର୍ଯ୍ୟଟକଙ୍କୁ କରିବ ଆକର୍ଷିତ

ଭୁବନେଶ୍ବର:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ କାରାଭାନକୁ ଲୋକାର୍ପିତ କରିଛନ୍ତି । ଶାନ୍ତିସ୍ତୂପ ଧଉଳି ଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାରାଭାନ ମାଧ୍ୟମରେ ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜା ନେଇପାରିବେ । ନିଜେ କିମ୍ବା ନିଜ…

ସୁପ୍ରିମକୋର୍ଟରେ ବର୍ଷିଲେ ଦିଦି, ଇସିଆଇଙ୍କୁ ତାଚ୍ଛଲ୍ୟ

କୋଲକତା: ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୁପ୍ରିମକୋର୍ଟ ପରିସରରେ ଉପସ୍ଥିତ ରହି ବର୍ଷିଲେ ଦିଦି। ଏସଆଇଆର ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ ମାମଲାରେ ବୁଧବାର…

TPSODLର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍, ଏତିକି ସମ୍ପତି ଠାବ…

ଭୁବନେଶ୍ୱର: TPSODLର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ୨୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବାର ଦିନକ ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ବିପୁଳ ସମ୍ପତ୍ତି ଠାବ କରିଛନ୍ତି। ଆୟବର୍ହିଭୂତ ସମ୍ପତି ଦୃଷ୍ଟିକୋଣରୁ ପ୍ରଦେଶ ପ୍ରସାଦ ନାୟକଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକରେ…

ରୋମାନିଆ ଯିବେ କିସର ୧୦ ଛାତ୍ରୀଛାତ୍ରୀ, ପ୍ରଦର୍ଶିତ କରିବେ ସେକ୍‍ସପିଅର ନାଟକ…

ଭୁବନେଶ୍ବର: ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ। ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍‍ର ଛାତ୍ରଛାତ୍ରୀ। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଏଥିରେ ସାମିଲ ହୋଇଛନ୍ତି କିସ୍‍ର ୧୦ଜଣ ପିଏଚ୍‍ଡି, ସ୍ନାତକ, ସ୍ନାତକୋତ୍ତର ଓ…