ଏପଷ୍ଟିନ ଫାଇଲ ଉପରେ ରୋକ ଲଗାଇବାକୁ ଦାବି, ପୀଡିତଙ୍କ ନାମ ପ୍ରକାଶ ହେବା ଉପରେ ଆମେରିକା କୋର୍ଟରେ ଶୁଣାଣି
ଓ୍ବାଶିଂଟନ୍: ଆମେରିକାରେ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟନଙ୍କ ମାମଲାରେ ଏକ ନୂତନ ବିବାଦ ଦେଖାଦେଇଛି । ଜଣେ ଆମେରିକୀୟ ଫେଡେରାଲ ବିଚାରପତି ଘୋଷଣା କରିଛନ୍ତି ଯେ, ସେ ଏପଷ୍ଟିନଙ୍କ ମାମଲା ସହିତ ଜଡିତ ସୂଚନା ସମ୍ବଳିତ ତଦନ୍ତ ଫାଇଲଗୁଡ଼ିକୁ ହଟାଇବା ପାଇଁ ଏକ ଅନୁରୋଧର ଶୁଣାଣି କରିବେ ।…