ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପନା କରିଛନ୍ତି । ଏହା ତାଙ୍କର ଲଗାତର ୯ମ ବଜେଟ୍ । ଆଜିର ଏହି ବଜେଟ୍ ରେ ଖାଲି ହେବ ନିଶାଡିଙ୍କ ପକେଟ୍ । ବଜେଟରେ ମଦ-ସିଗାରେଟ୍ ଏବଂ ପାନ ମସଲା ମହଙ୍ଗା ହୋଇଛି । ଏସବୁକୁ ସେବନ କରୁଥିବା ଲୋକଙ୍କ…