ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
ଭୁବନେଶ୍ବର:ବୋଉ ବୁଟୁ ଭୂତ'ପରେ ଦର୍ଶକ ପାଇଁ ଆସୁଛି ଆଉ ଏକ ଓଡ଼ିଆ ହରର ଥ୍ରୀଲର ଫିଲ୍ମ । ଆସୁଛି 'ମିଡ୍ ନାଇଟ' । 'ମିଡ୍ ନାଇଟ'ର ମ୍ୟୁଜିକ୍ ଏବଂ ଟ୍ରେଲର୍ ରିଲିଜ ହୋଇଛି । ଚଳଚ୍ଚିତ୍ରରେ ଦୁଇଟି ଗୀତ ରହିଥିବାବେଳେ ‘ମାୟାବିନୀ ଏ ଅନ୍ଧାର ରାତି...’ ଶୀର୍ଷକ ଗୀତ ରହିଛି । ଏହି ଗୀତଟିକୁ ଡ.…