୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
ଭୁବନେଶ୍ବର: ଅନଲାଇନ ଟ୍ରେଡିଂ ଠକେଇ କରୁଥିଲେ ତିନି ଅଭିଯୁକ୍ତ । ଦୁଇ କୋଟି ଟଙ୍କାର ଅଧିକ ଠକେଇ ମାମଲାରେ ଭୁବନେଶ୍ୱରରୁ ତିନି ଅଭିଯୁକ୍ତଙ୍କୁ EOW ଗିରଫ କରିଛି । ବିଭିନ୍ନ କମ୍ପାନୀ ନାଁରେ ଟଙ୍କା ଲଗାଇ ସୁଧ ଲୋଭ ଦେଖାଇ ଏମାନେ ୪ ରାଜ୍ୟରେ ଠକେଇ କରିଥିଲେ । ଅଭିଯୁକ୍ତଙ୍କ ନାଁରେ ଓଡ଼ିଶା…