Latest Odisha News

BREAKING NEWS

Yearly Archives

2026

ସହରର ବଡ଼ବଡ଼ ହୋଟେଲରେ ବାସି ଖାଦ୍ୟ, ବହୁ ପରିମାଣର ମାଂସ ଓ ଛତୁ ନଷ୍ଟ କଲେ ଅଧିକାରୀ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରିସର୍ଟ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ସାର୍ବଜନୀନ ଖାଦ୍ୟ ଦୋକାନଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତାର ଗମ୍ଭୀର ତ୍ରୁଟି ଆବିଷ୍କାର ହୋଇଛି। ଏହା ପରେ…

ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଏବଂ ମାଲବାହୀ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ…

ବିବାଦରେ ଶାହରୁଖ, ଅଜୟ ଓ ଟାଇଗର ଶ୍ରଫ୍: ପାନ ମସଲା ବିଜ୍ଞାପନ ପାଇଁ ନୋଟିସ୍ ଜାରି କଲା ମହାରାଷ୍ଟ୍ର ଏଫଡିଏ

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଏଫଡିଏ) ବଲିଉଡର ତିନି ଜଣ ଲୋକପ୍ରିୟ ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଏକ 'କାରଣ ଦର୍ଶାଅ' ନୋଟିସ ଜାରି କରିଛି। 'ଭିମଲ୍ ଇଲାଚି'ର ଏକ ବିଜ୍ଞାପନରେ ଅଭିନୟ କରିବା ନେଇ ସେମାନଙ୍କୁ ଏହି ନୋଟିସ୍ ଦିଆଯାଇଛି।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରବିବାର ପ୍ରତ୍ୟୁଷରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ…

ବଲାଙ୍ଗୀର ବ୍ୟବସାୟୀ ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ: ‘ହନୁମାନ ପଇସା’ ଓ ୨.୭୦ କୋଟି ଟଙ୍କା କାରବାରରୁ…

ବଲାଙ୍ଗୀର: ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ମାମଲାରେ ଦିନକୁ ଦିନ ନୂଆ ରହସ୍ୟ ସାମ୍ନାକୁ ଆସୁଛି। ଏହି ଅପହରଣ ଘଟଣା ପଛରେ ଏବେ ଏକ ବଡ଼ ଧରଣର ଆର୍ଥିକ କାରବାର ତଥା 'ହନୁମାନ ପଇସା' ରହସ୍ୟ ଲୁଚି ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ରବିବାର ଦିନ ଉଭୟ ଅପହୃତ ବ୍ୟବସାୟୀ…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ: ଅଧିକାରୀଙ୍କୁ ସଜାଗ ରହିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ…

ଟିଏମ୍‌ସି ଅଫିସରେ ଝୁଲି ପଡ଼ିଲେ ପୂର୍ବତନ ଉପବାଚସ୍ପତି, କହିଲେ ରାଜନୀତିରେ ଆସି ଭୁଲ୍…

କୋଲକାତା: ରବିବାର ସକାଳେ ବଙ୍ଗଳା ବିଧାନସଭାର ପୂର୍ବତନ ଉପବାଚସ୍ପତି ଏବଂ ତୃଣମୂଳ କଂଗ୍ରେସ ନେତା ଆଶିଷ ବାନାର୍ଜୀଙ୍କ ମୃତଦେହ ବୀରଭୂମି ଜିଲ୍ଲାର ରାମପୁରହାଟ ସହର ସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟରୁ ମିଳିଛି। ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ବେଳେ…

ଆସୁଛି ଲଘୁଚାପ, ୨୦ ଜିଲ୍ଲାରେ ପ୍ରବଳ ବର୍ଷିିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ କଟକ ଏବଂ ଭୁବନେଶ୍ୱର ଟ୍ୱିନ ସିଟି ସମେତ ଓଡ଼ିଶାର ୨୦ଟି ଜିଲ୍ଲା ପାଇଁ ବର୍ଷା ନେଇ ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଏକ ନୂଆ ଲଘୁଚାପ…

ଗୁମର ଖୋଲିବ ବଲାଙ୍ଗୀର ଅପହରଣ ମାମଲା: ପୋଲିସ ହାତରେ ଲାଗିଲା ନୂଆ ସୁରାଗ, ମୁହାଁମୁହିଁ ଜେରାରେ ବାହାରିବ ସତ

ବଲାଙ୍ଗୀର: ବଲାଙ୍ଗୀର ସହରର ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ପୋଲିସର ତଦନ୍ତ ଯେତେ ଆଗକୁ ବଢ଼ୁଛି, ଘଟଣାରେ ସେତେ ନୂଆ ନୂଆ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ବ୍ୟବସାୟୀ ନରେନ୍ଦ୍ର ସାହୁ ଏବଂ ଗିରଫ…

ଖାଲି ‘ସୁଭଦ୍ରା ଯୋଜନା’ ନୁହେଁ, ସୁରକ୍ଷିତ ଯାତ୍ରା ଦରକାର: ଆମ ବସ୍‌ରେ ମହିଳା ଯାତ୍ରୀଙ୍କ ନିରାପତ୍ତା…

ଭୁବନେଶ୍ୱର: କଟକ ଭୁବନେଶ୍ୱର ଯାତାୟାତ ପାଇଁ ଲୋକପ୍ରିୟ ହୋଇଥିବା 'ଆମ ବସ୍' ରେ ଯାତ୍ରା କରୁଥିବା ମହିଳା ଓ ଛାତ୍ରୀମାନେ ପ୍ରତିଦିନ ଅସଦାଚରଣ ଓ ନିର୍ଯାତନାର ଶିକାର ହେଉଛନ୍ତି। ଅସମ୍ଭାଳ ଭିଡ଼ର ସୁଯୋଗ ନେଇ କିଛି ଅସାମାଜିକ ପୁରୁଷ ଯାତ୍ରୀ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବା ନେଇ…