ସିରିୟାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ/ଦମସ୍କସ୍: ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପଦଚ୍ୟୁତ ଏକଛତ୍ରବାଦୀ ଶାସକ ଥିଲେ ବସର ଅଲ-ଅସାଦ। ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ ସିରିୟାର ଏକ କୋର୍ଟ। ସାନ ଭାଇ ମାହେର ଅଲ୍ ଅସାଦଙ୍କୁ…