Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର…
କପିଳାଶ: ବିହାର ଜମୁଇ ପରେ ଏବେ ଓଡିଶାରେ ସମାନ ଘଟଣା! କାହିଁକି ଦିନକୁ ଦିନ ମଣିଷ ଭିତରେ ମରିଯାଉଛି ମାନବିକତା? ପଶୁ ଭଳି କରୁଛି ହିଂସ୍ର ବ୍ୟବହାର? ଢେଙ୍କାନାଳରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଛାଟିଆ ରାସ୍ତାରେ ଜଣେ ଯୁବତୀ ଓ ତାଙ୍କ ସହ ଥିବା ଯୁବକଙ୍କୁ ଅଟକାଇ…