ଶତ୍ରୁର ସବ୍ମେରିନ୍ ହେବ ଧ୍ୱଂସ;ଜୁଲାଇ ୨୨ ରେ INS ମାଲଭାନ ନୌସେନାରେ ହେବ ସାମିଲ;ଏହି ଯୁଦ୍ଧପୋତର କ୍ଷମତା…
ନୂଆଦିଲ୍ଲୀ:ଭାରତ କ୍ରମାଗତ ଭାବରେ ନିଜର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରୁଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ନୌସେନା ନିଜର ନୂତନ ଯୁଦ୍ଧପୋତ 'ଆଇଏନ୍ଏସ୍ ମାଲଭାନ୍' (INS Malvan)ର ଅଫିସିଆଲ୍ ଚିହ୍ନ ବା 'କ୍ରେଷ୍ଟ' (crest) ଉନ୍ମୋଚନ କରିଛି। ଏହି ଚିହ୍ନରେ 'ବାଘ ନଖ' (tiger…