ଏଫ୍ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ
ୱାଭରେ (ବେଲଜିୟମ୍): ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳ ଶୁକ୍ରବାର ନିଜର ଶେଷ ମ୍ୟାଚ୍ରେ ଆୟୋଜକ ବେଲଜିୟମ୍କୁ ଭେଟିବ । ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ଉଭୟ ଦଳ ଏହି ମ୍ୟାଚ୍ ଜିତି ୭ମ ସ୍ଥାନରେ ରହି ନିଜର ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି…