କମନୱେଲଥ୍ ଗେମ୍ସ; ଜୁଡୋରେ ଐତିହାସିକ ଗୋଲ୍ଡ, ନୀରଜଙ୍କୁ ସିଲଭର୍
ଗ୍ଲାସଗୋ: କମନୱେଲଥ୍ ଗେମ୍ସର ଅଷ୍ଟମ ଦିନରେ ଭାରତୀୟ ଆଥଲେଟ୍ମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଦିନ ଭାରତ ମୋଟ ୬ଟି ମେଡାଲ (୨ଟି ଗୋଲ୍ଡ, ୨ଟି ସିଲଭର୍ ଏବଂ ୨ଟି ବ୍ରୋଞ୍ଜ) ନିଜ ନାମରେ କରିଛି । ଏହା ସହିତ ଭାରତର ମୋଟ ମେଡାଲ ସଂଖ୍ୟା ୨୩ (୫ ଗୋଲ୍ଡ, ୧୨ ସିଲଭର୍, ୬…