“Modi ‘Vishnu avatar’”: ‘ମୋଦିଙ୍କ ପାଦ ଧୋଇ ପିଇବାକୁ ଚାହେଁ ପାଣି…”, ପୋଡକାଷ୍ଟରେ…
ନୂଆଦିଲ୍ଲୀ: “ବିଷ୍ଣୁଙ୍କ ଅବତାର ପ୍ରଧାନମନ୍ତ୍ରୀ ମୋଦି”
“ଦେଶ ଚଳାଉଛନ୍ତି ଏହି ପଞ୍ଚୁ ପାଣ୍ଡବ…”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ଅଭିନେତା । କହିଦେଲେ କିଛି ଏମିତି ପଡିଗଲା ଚାରିଆଡେ ଚହଳ…ବଲିଉଡ୍ ଓ ଟେଲିଭିଜନର ବରିଷ୍ଠ ଅଭିନେତା ସୁଦେଶ ବେରୀ…