Latest Odisha News

BREAKING NEWS

Yearly Archives

2026

Girnar Hill: ପରିବାର ସହ ମନ୍ଦିରକୁ ଯାଉଥିବା ବେଳେ ୧୧ ବର୍ଷୀୟ ବାଳକକୁ ଟାଣି ନେଇଗଲା ସିଂହ

ନୂଆଦିଲ୍ଲୀ: ଗୁଜରାଟର ପ୍ରସିଦ୍ଧ ତୀର୍ଥସ୍ଥଳ ଗିରନାର ପାହାଡ଼(Girnar pilgrimage in Gujarat)ରେ ହୃଦୟବିଦାରକ ଘଟଣା ଘଟିଛି । ପରିବାର ସହିତ ଏହି ପାହାଡ଼ ଚଢ଼ିଥିବା ଜଣେ ୧୧ ବର୍ଷୀୟ ବାଳକକୁ ସିଂହ ଟାଣି ନେଇଛି। ଏହି ଘଟଣା ପରେ, ଅଧିକାରୀମାନେ ତୀର୍ଥଯାତ୍ରାକୁ ସ୍ଥଗିତ ରଖି ତଲାସି…

ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ବନ୍ଦ ହେଲା ଆଉ ଗୋଟିଏ ସ୍ଲୁଇସ୍ ଗେଟ୍‌

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷାର ପରିମାଣ । ତେଣୁ ଏବେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ହ୍ରାସ ପାଇଛି । ଏନେଇ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି । ଏହାକୁ ମିଶାଇ ୮ଟି ସ୍ଲୁଇସ୍ ଗେଟ୍‌ ବନ୍ଦ କରାଯାଇଥିବାବେଳେ, ମାତ୍ର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି…

କେବଳ ୭୫୦ ମିଲିଲିଟର କାହିଁକି ହୋଇଥାଏ ଏକ ଓ୍ବାଇନ ବୋତଲ? କାହିଁକି ସମାନ ଆକାର ଅନୁସରଣ କରେ ସାରା ବିଶ୍ୱ..

ନୂଆଦିଲ୍ଲୀ: ଅଧିକାଂଶ ଓ୍ବାଇନ ବୋତଲ ୭୫୦ ମିଲିଲିଟର (ଏମ୍ଏଲ୍) ଏବଂ ଏହାର ରଙ୍ଗ ଗାଢ଼ ସବୁଜ କିମ୍ବା ମାଟିଆ ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କାହିଁକି? ଏହା କେବଳ ପରମ୍ପରା ନୁହେଁ, ବରଂ ଇତିହାସ, ବିଜ୍ଞାନ ଏବଂ ବାଣିଜ୍ୟରୁ ଉତ୍ପନ୍ନ ଅନେକ ଆକର୍ଷଣୀୟ କାରଣ ଅଛି । ୭୫୦…

ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ୫ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ବାଣ୍ଡେଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି। ଛତିଶଗଡ଼ର ବାସିନ୍ଦା ଏହି ନାବାଳିକା ବାଣ୍ଡେଗାରେ ତାଙ୍କ…

Prabhat Biswal Joins BJP:ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ…

ବଙ୍ଗୋପସାଗରରେ ଭୂମିକମ୍ପ ଝଟକା, ତୀବ୍ରତା ୪.୫…

ନୂଆଦିଲ୍ଲୀ: ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ (INCOIS) ଅନୁଯାୟୀ, ବଙ୍ଗୋପସାଗରରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି। ତେବେ ବିଶାଖାପାଟଣାର ଅନେକ…

ଓମାନ ଉପକୂଳରେ ଜାହାଜ ଉପରେ ଇରାନର ହମ୍‌ଲା: ୧୦ ଭାରତୀୟ ଉଦ୍ଧାର, ଜଣେ ଏବେ ବି ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆଉ ଏକ ଉଦବେଗଜନକ ଘଟଣା ସାମ୍ନାକୁ ଆସିଛି। ରବିବାର ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। 'ଜିଏଫଏସ ଗାଲାକ୍ସି' ନାମକ ଏହି…

ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ୨ ଗିରଫ, ଟ୍ରଲର ଓ ଜେସିବି ଜବତ

କେନ୍ଦୁଝର: ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ଖଣିଜ ବୋଝେଇ ଟ୍ରଲର ଓ ଜେସିବି ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝରର ବାମେବାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ପୂର୍ବରୁ ଖନନ…

‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରଙ୍କ ମେଗା ପ୍ଲାନ୍: ସ୍କୁଲରୁ ପଞ୍ଚାୟତ ଯାଏଁ ଛୁଟିବ ସଚେତନତାର ବାର୍ତ୍ତା,…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ନିଶା କାରବାର ଉପରେ ଲଗାମ କଷିବା ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ହାତକୁ ନେଇଛନ୍ତି। ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ଲକ୍ଷ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ…

Twisha Sharma death: ଆସିଲା ଏମ୍ସ ରିପୋର୍ଟ, ତ୍ୱିଶାଙ୍କ ବେକରେ ଜିମ୍ ବେଲ୍ଟ ଚିହ୍ନ…

ନୂଆଦିଲ୍ଲୀ: ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏମ୍ସ ଦିଲ୍ଲୀ ଟିମ୍ ତଦନ୍ତ ପରେ ପ୍ରସ୍ତୁତ ହୋଇଥିବା ଏକ ବିସ୍ତୃତ ୧୧ ପୃଷ୍ଠାର ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରିପୋର୍ଟକୁ ଗୋପନୀୟ ରଖାଯାଇଛି। ସୂତ୍ର ଅନୁଯାୟୀ, ଏମ୍ସ ମେଡିକାଲ…