Latest Odisha News

BREAKING NEWS

Yearly Archives

2026

ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ରାଜ୍ୟରେ ବିଭିନ୍ନ ସମୟରେ ପୂର୍ବ ଶତ୍ରୁତା, ଜମିଜମା ବିବାଦ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବାର ଅନେକ ଅପରାଧିକ ଘଟଣା ସାମ୍ନାକୁ ଆସିଥାଏ। ଏବେ ସମାନ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା…

Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା…

ଇନ୍ଦୋର: କିଛି ମୁହୂର୍ତ୍ତ କେବଳ ଗୋଟିଏ ପରିବାର ପାଇଁ ନୁହେଁ, ପିଢ଼ି ପିଢ଼ିର ଅପେକ୍ଷାର ଅନ୍ତ ଘଟାଏ । ଏ ଅପେକ୍ଷା ବର୍ଷେ, ଦୁଇ ବର୍ଷ କି ୧୦ ବର୍ଷ ନୁହେଁ, ପୂରା ୫୨ ବର୍ଷ ପରେ ଶେଷ ହୋଇଛି । ପରିବାରରେ ଏକ ଝିଅର ପାଦ ପଡିଛି । ଦିନ ଥିଲା ଝିଅ ଜନ୍ମ ନେଲେ ପରିବାରରେ ପ୍ରାୟ ସମସ୍ତଙ୍କ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: ତିନିମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ଵ ପ୍ରସିଦ୍ଧ ଭିତରକନିକା। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଦେଶ…

ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍‌

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍‌ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି ରଖିଛି। ଗଡ଼ଗଡିଆ ଘାଟ କାଉଡ଼ି ଯାତ୍ରା ଲାଗି ଖୁବ ପ୍ରସିଦ୍ଧ, କିନ୍ତୁ ଏଠାରୁ…

ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ

ଭୁବନେଶ୍ୱର: ଆଜିଠୁ ଅମାନିଆ ହେବେ ସାବାଡ୍। କାରଣ ରାସ୍ତାରେ ଲାଗିଛି ଏଆଇ। ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ। ଆଜିଠୁ କଟିବ ଏଆଇ ଇ-ଚାଲାଣ। ଆଜିକାଲି ରାସ୍ତାରେ କୃତିମ ବୁଦ୍ଧିମତ୍ତା ବା AI (Artificial Intelligence) ବିଭିନ୍ନ ଉପାୟରେ ବ୍ୟବହାର…

‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ କଥା ଦୋହରାଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ଅପରେସନ ସିନ୍ଦୁର ସମୟରେ ଯୁଦ୍ଧକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଆମେରିକାର କୂଟନୈତିକ ଚାପ ଏବଂ ଶୁଳ୍କ ଧମକ ଭାରତ ଏବଂ…

ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ତଳମୁଣ୍ଡକୁ ବନ୍ୟା ଭୟ ଘାରିଛି। ହୀରାକୁଦର ୨୨ଟି ଗେଟ୍ ଖୋଲିବା ପରେ ଉଛୁଳୁଛି ଶାଖା ନଦୀ। ଉବୁଟୁବୁ ଉପକୂଳ ଅଞ୍ଚଳ। ମୁଣ୍ଡଳୀ ଓ ନରାଜରେ ପାର କରିପାରେ ବିପଦ ସଙ୍କେତ। ସୁରକ୍ଷିତ ସ୍ଥାନକୁ ଯିବାକୁ ୫ଟି ଜିଲ୍ଲାର ନଦୀକୂଳିଆ ଲୋକଙ୍କୁ ସରକାର…

ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ହ୍ରାସ ପାଇଲା କମର୍ସିଆଲ୍ LPG ସିଲିଣ୍ଡର ଦର। ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା…

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ‘ଷ୍ଟାର୍ଟଅପ୍ ଓଡ଼ିଶା’ ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍‌ ଶୁକ୍ରବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ…

ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହ । ଜୁଲାଇ ୩୦ ରୁ ଅଗଷ୍ଟ ୨, ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ବିହାରରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ 'ସ୍ପୋର୍ଟସ୍ ସିଟି' (Sports City) ଓ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ପାଇଁ…