Latest Odisha News

BREAKING NEWS

Yearly Archives

2026

Bengaluru Stone Quarry: ପଥର ଖାଦାନରେ ବଡ଼ ଅଘଟଣ; ପଥର ଖସି ୭ମୃତ

ନୂଆଦିଲ୍ଲୀ:ପଥର ଖାଦାନରେ ବଡ଼ ଅଘଟଣ। ବେଙ୍ଗାଲୁରୁରେ ଏକ ପଥର ଖାଦାନରେ ଶ୍ରମିକଙ୍କ ଉପରେ ପଥର ଖସି ପଡ଼ିଲା। ଗୁରୁବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଡାପଟ୍ଟାନା ନିକଟରେ ଏକ ପଥର ଖାଦାନରେ ପଥର ଧସି ପଡ଼ିବା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ,…

Panama Canal: ‘ପାନାମା କେନାଲ ଛାଡ଼ି ବଡ଼ ଭୁଲ କରିଥିଲା ଆମେରିକା’, ଚୀନକୁ ଟ୍ରମ୍ପଙ୍କ କଡ଼ା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ ପ୍ରସଙ୍ଗ ଉଠାଇ ଆମେରିକାର ପୂର୍ବ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତର ଡାକୋଟାର ମେଡୋରାଠାରେ ଥିବା ଥିଓଡୋର ରୁଜଭେଲ୍ଟ ପ୍ରେସିଡେନ୍ସିଆଲ ଲାଇବ୍ରେରୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାଷଣ ଦେଇ…

YouTubeରେ ଇତିହାସ ରଚିଲା ସାଉଥ୍ ଫିଲ୍ମ ‘ଜୟା ଜାନକୀ ନାୟକା’

ୟୁଟ୍ୟୁବ୍‌ରେ ଏକ ସାଉଥ୍ ଫିଲ୍ମ ଏଭଳି ରେକର୍ଡ କରିଛି, ଯାହା ଆଗରୁ କେବେ ହୋଇନଥିଲା। ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଜୟା ଜାନକୀ ନାୟକା’ ର ହିନ୍ଦୀ ଡବିଂ ସଂସ୍କରଣ ୟୁଟ୍ୟୁବ୍‌ରେ ୧ ବିଲିୟନ ଅର୍ଥାତ୍ ୧୦୦ କୋଟିରୁ ଅଧିକ ଭ୍ୟୁଜ୍ ପାଇ ଏକ ନୂଆ ଇତିହାସ ସୃଷ୍ଟି କରିଛି।…

ତୃଣମୂଳ କଂଗ୍ରେସରେ କ୍ଷମତା ଯୁଦ୍ଧ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଏକ ୧୦ ଜଣିଆ…

ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ସସ୍ପେଣ୍ଡ, ମଦ ପିଇ ରାସ୍ତାରେ କରୁଥିଲେ ତାଣ୍ଡବ

ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ସରକାରୀ ନୋଡାଲ ୟୁପିଏମଇ ସ୍କୁଲ ପ୍ରଧାନ…

ସୁଇମିଂ ପୁଲ୍‌ରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁରୀ: ସମୁଦ୍ରକୂଳ ଥାନା ଅଧୀନ ହୋଟେଲ ନରେନ ପ୍ୟାଲେସର ସୁଇମିଂ ପୁଲ୍‌ରେ ବୁଡି ସୁମିତ୍ରା ମହାପାତ୍ର ଓରଫ ମାମା(୩୦)ଙ୍କ ମୃତ୍ୟୁ ହୋଇଥିଲା। ମାମାଙ୍କ ସହିତ ଥିବା ପୁରୁଷ ଓ ମହିଳା ବନ୍ଧୁ ନିଶା ଦେଇ ହତ୍ୟା କରିଥିବା ନେଇ ସମୁଦ୍ରକୂଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ଏହି…

‘ନିଶାମୁକ୍ତ ଓଡ଼ିଶା’ ପାଇଁ ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ, ସାବାଡ ହେବେ ମାଫିଆ

ଭୁବନେଶ୍ୱର: ଏଣିକି ନିଶା ମାଫିଆଙ୍କୁ ସାବାଡ କରିବେ ଏଏନ୍‌ଟି ଫୋର୍ସ। ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୁଲିସ୍ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏଥିପାଇଁ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ(ଏଏନ୍‌ଟିଏଫ୍) ଗଠନ କରାଯିବାକୁ…

ଲଗାଣ ବର୍ଷାରେ ଭିଜିବ ଓଡ଼ିଶା: କୋରାପୁଟ ଓ ମାଲକାନଗିରି ପାଇଁ ‘ରେଡ୍ ଆଲର୍ଟ’

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଜନିତ ଲଗାଣ ବର୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ସିଷ୍ଟମ୍‌ର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ,…

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୂର୍ବତନ ଓଏଏସ୍ ଭୀମସେନ ଟୁଡୁଙ୍କୁ କୋର୍ଟରୁ ବଡ଼ ଝଟକା

କଟକ: ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର ଦିନ କଟକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ) ଭୀମସେନଙ୍କ ଜାମିନ…