Latest Odisha News

BREAKING NEWS

Yearly Archives

2026

NEET Paper Leak; ଛାତ୍ର ଆନ୍ଦୋଳନ ସମର୍ଥନରେ ବାହାରିଲେ ସଲମାନ୍ ଖାନ 

ନୂଆଦିଲ୍ଲୀ: NEET ପେପର୍ ଲିକ୍ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତିବାଦ କରାଯାଉଛି। ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀମାନେ ଅନେକ ଦିନ ଧରି ପ୍ରତିବାଦ କରୁଛନ୍ତି। ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଗତକାଲି ବିଳମ୍ବିତ ରାତିରେ…

LIC, EPFO funds: ୧୬,୬୦୦ କୋଟି… ଏ ଟଙ୍କା କାହାର?

ନୂଆଦିଲ୍ଲୀ: ଆପଣଙ୍କର କିମ୍ବା ଆପଣଙ୍କ ପରିବାରର କୌଣସି ପୁରୁଣା LIC ପଲିସି ଅଛି କି? ବହୁଦିନ ଧରି ବନ୍ଦ ପଡ଼ିଛି କି EPF ଆକାଉଣ୍ଟ? ତେବେ ଏହି ଖବର ଆପଣଙ୍କ ପାଇଁ। କାରଣ ପଡିରହିଛି କୋଟି କୋଟି ଭୂତ ଟଙ୍କା...ନାହାନ୍ତି କେହି ଦାବିଦାର । ସରକାର ଖୋଜିବେ ମାଲିକ କିଏ? ଦେଶରେ…

ଓଡ଼ିଶାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଡରାଇଲାଣି କରୋନା। ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷିୟ ମହିଳା କୋଭିଡ ପଜିଟିଭ ରହିଥିବା ବେଳେ ଆଜି ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ…

ବାହୁଡ଼ାଯାତ୍ରା ଓ ସୁନାବେଶ ଲାଗି ଯାନବାହନ କଟକଣା

ପୁରୀ: ଆଜି ଆଡ଼ପ ଶେଷ ଦର୍ଶନ । ସନ୍ଧ୍ୟା ୬ଟା ଯାଏଁ ହେବ ଦର୍ଶନ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ…

ପ୍ରଧାନ ବିଚାରପତିଙ୍କ କଡ଼ା ତାଗିଦ; ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ୍ ଖୋଲ, ନହେଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ଫାଟକ ଅପରାହ୍ଣ କିମ୍ବା ମଧ୍ୟାହ୍ନ ଭୋଜନ ସୁଦ୍ଧା ଖୋଲା ନ ଯାଏ ତେବେ ହସ୍ତକ୍ଷେପ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଗୁରୁବାର ଦିନ କଡ଼ା ତାଗିଦ କରି ଏଭଳି କହିଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଅନୁରୋଧରେ…

Public Protest Rule: ବିନା ଅନୁମତିରେ NEET ପ୍ରତିବାଦ: ୪୦୦ରୁ ଅଧିକଙ୍କ ନାଁରେ FIR ରୁଜୁ କଲା ମୁମ୍ବାଇ ପୋଲିସ୍,…

ମୁମ୍ବାଇ: NEET ପେପର ଲିକ୍‌କୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ଥିବାବେଳେ ମୁମ୍ବାଇରେ ବିନା ଅନୁମତିରେ ବିକ୍ଷୋଭ କରିବା ଅଭିଯୋଗରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ମୁମ୍ବାଇ ପୋଲିସ ୧୮ରୁ ୨୨ ଜୁଲାଇ ମଧ୍ୟରେ ମୋଟ ୧୩ଟି FIR ରୁଜୁ କରିଥିବାବେଳେ ପ୍ରାୟ ୪୦୦ ଜଣଙ୍କୁ ଅଭିଯୁକ୍ତ…

‘ବାହୁଡ଼ା ଯାତ୍ରା’ ପୂର୍ବ ପ୍ରସ୍ତୁତି; ଆଜି ସନ୍ଧ୍ୟା ୬ରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ପ୍ରବେଶ…

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ…

Parliament Monsoon Session: NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର, ସଂସଦରେ ଜାରି ରହିଛି…

ନୂଆଦିଲ୍ଲୀ: NEET ପେପର ଲିକ୍‌ ମାମଲାକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ତାତି ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବିରୋଧୀଙ୍କୁ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଖୋଲା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବିରୋଧୀ ଦଳମାନେ କେନ୍ଦ୍ର…

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର। ୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା। ସବୁଠାରୁ ବଡ଼ କଥା ହେଉଛି, ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବ । ଫଳରେ କର୍ମଚାରୀମାନେ ବର୍ତ୍ତମାନର…

Weather Update: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା…