ନିଟ୍ ପେପର ଲିକ୍ ଘଟଣା: ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କହିଲେ ପ୍ରଧାନମନ୍ତ୍ରୀ, ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ…
ନୂଆଦିଲ୍ଲୀ: NEET 2026 ପେପର୍ ଲିକ୍ ମାମଲାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ଲଗାତାର ଚାପ ପକାଉଛି। ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି…