Ethanol blended fuels: ପେଟ୍ରୋଲର ଦିନ ଶେଷ !
ନୂଆଦିଲ୍ଲୀ:ବଢୁଥିବା ପେଟ୍ରୋଲ ଦରରୁ ଏବେ ସାଧାରଣ ଜନତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ପେଟ୍ରୋଲର ଦିନ ଏବେ ଶେଷ ହେବାକୁ ଯାଉଛି ! କାରଣ ଭାରତୀୟ ସଡ଼କରେ ଏବେ ଦୌଡ଼ିବ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା ଗାଡ଼ି। ମାତ୍ର ୬୦ ରୁ ୭୦ ଟଙ୍କାରେ ମିଳିବ ଇନ୍ଧନ। କେନ୍ଦ୍ର ସରକାର ଏଥିପାଇଁ ଏକ…